>>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • >>
  • ଶେଷ ହେଲା "ମା ଭଗବତୀ "ଙ୍କ ନବାଦୀନାତ୍ମକ ଯାତ୍ରା
  • ବିଜେପି କର୍ମୀ ଭାଙ୍ଗିଲେ ବ୍ଯାରିଗେଟ: ଧସେଇ ପସିଲେ ବ୍ଳକରେ

    ସାକ୍ଷୀଗୋପାଳ  --- ସତ୍ଯବାଦୀ  ବିଜେପି ପକ୍ଷରୁ ବ୍ଳକ ଘେରାଉ କରାଯାଇଥିଲା । ମାତ୍ର ପ୍ରଶାସନ ପକ୍ଷରୁ ବ୍ଳକ ପରିସରରେ ଏକ ବ୍ୟାରିକିଗେଟ କରିଯାଇଥଲା । ସେଠାରେ ଏସଡିପିଓ ଦିଲୀପ କୁମାର ତ୍ରିପାଠୀ ଓ ସତ୍ଯବାଦୀ ଥାନା ଆଇଆଇସି ଜ୍ଯୋତି ପ୍ରକାଶ ସ୍ବାଇଁ ଓ ଫୋର୍ସଙ୍କ ସହ ଅନ୍ଯ ଅଫିସରଙ୍କ ଉପସ୍ଥିତି ରହିଥିଲେ ।କେତକ ବିଜେପି କର୍ମୀ ବ୍ଯାରିକଗେଟ ଭାଙ୍ଗି ବିଡିଓଙ୍କ କାର୍ଯ୍ୟାଳୟ ଗ୍ରିଲ ଖୋଲିବା ପାଇଁ ହୋ ହଲ୍ଳା କରିଥିଲେ । ପରେ ଯୁବନେତା ଓମ ପ୍ରକାଶ ମିଶ୍ର, ବିଜେପିର ରାଷ୍ଟୀୟ କାର୍ଯ୍ଯକାରିଣି ସଦସ୍ଯ ଢ. ବିଶ୍ବନାଥ ରଥଙ୍କ ହସ୍ତକ୍ଷେପ ପରେ କର୍ମୀ ମାନେ ଶାନ୍ତ ପଡିଥିଲେ । ମାତ୍ର ପୋଲିସ ଦର୍ଶକ ସାଜିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି।
    Bjp karmi manea bhangilera gate

    Blog Archive

    Popular Posts