Breaking News

ଲୋକ ସେବା ଅଧିକାର ଅଧିନିୟମ ଶିବିର ଅନୁଷ୍ଠିତ

ବାଲିଗୁଡା ----- ବାଲିଗୁଡା ତହସିଲ୍ କାଯ୍ୟାଳୟ ପରିସରରେ ଓଡିଶା ଲୋକସେବା ଅଧିନିୟମ ୨୦୧୨ ବ୍ଳକ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ବାଲିଗୁଡା ବିଡିଓ ନରେଶ କୁମାର ଶବର,ପିଏ ଆଇଟିଡିଏ ରାଜେନ୍ଦ୍ର କୁମାର ରଞିତ,ବାଲିଗୁଡା ଥାନା ସିଏସ୍ଆଇ,ବାଲିଗୁଡା ତହସିଲଦାର କ୍ଷିରୋଦା ତମ୍ନୟା ସାହୁ  ପ୍ରମୁଖ ଯୋଗ ଦେଇଥିଲେ ।  ଏହି ଲୋକସେବା ଅଧିକାର ଅଧିନିୟମ ୨୦୧୨ ର ମୁଳ ଲକ୍ଷ୍ୟ ହେଲା ଲୋକମାନେ ପ୍ରତ୍ୟେକ ସରକାରି କାର୍ଯ୍ଯାଳୟରେ କିଭଳି ଭାବରେ ସମସ୍ତ ସୁବିଧା ଶିଘ୍ର ପାଇପାରିବେ ।  ଏହି ସଚେତନତା କାଯ୍ୟକ୍ରମରେ ବାଲିଗୁଡା ଏନ୍ଏସି ଅଧ୍ୟକ୍ଷା ମମତା ବେହେରା,ଉପାଧ୍ୟକ୍ଷ ଲୋକନାଥପାଢି,ଆଦିବାସୀ କଲେଜ ଅଧ୍ୟକ୍ଷ,କାଉନସିଲର,ସାମ୍ବାଦିକ ଓ ବୁଦ୍ଧିଯିବି ଏବଂ ବୟଜ୍ଯେଷ୍ଠ ବ୍ୟକ୍ତି ଯୋଗଦାନ କରି ନିଜ ନିଜର ମତାମତ ରଖିଥିଲେ  ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା ।
Loka seba adhikar adhiniyam sibira anusthita
By - Banabasi pradhan ( Baliguda ) + Manoj Panda ( Kandhamala )
Sakhigopal News

Blog Archive

Popular Posts