>>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • ପ୍ରଥାମାଷ୍ଟମୀରେ ପୁରୀ ଶ୍ରୀମନ୍ଦିରରେ ଗହଳି: ଠାକୁର ପଢୁଆଁ ହେଲେ

    ପୁରୀ------ ଆଜି ହେଉଛି ମାର୍ଗଶିର ମାସ ଅଷ୍ଟମୀ ତିଥି । ଶାସ୍ତ୍ରରେ ଏହି ଠାରୁ ମାସ ଆରମ୍ଭ ହୋଇଥାଏ ।  ଏଣୁ ଏହି ମାସର ପଡୁଥିବା ଅଷ୍ଟମୀ କୁ ପ୍ରଥମାଷ୍ଟମୀ  ଏହାକୁ ମଧ୍ୟ ପଢ଼ୁଆଁ ଅଷ୍ଟମୀ କେତେକ କହିଥାନ୍ତି  । ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ  ଏଥିଲାଗି ଘର ମାନଙ୍କରେ ପିଠା ପଣା କରାଯାଇ ଭୋଗ କରାଯାଇଥାଏ ।  ସେହିପରି  ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ  । ସେ ହେଉଛନ୍ତି ବଡ଼ ଠାକୁର । ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥ ଙ୍କୁ ଶ୍ରୀମନ୍ଦିର ରେ ପଢ଼ୁଆଁ କରାଯାଇ ଥାଏ  ।  ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢି ସକାଳ ଧୂପ , ପ୍ରଥମ ଭୋଗ ମଣ୍ଡପ ପରେ ଶ୍ରୀଜଗନ୍ନାଥ ଙ୍କ ବେଶ ଅନୁଷ୍ଠିତ ହୁଏ  । ବେଶରେ ନୂଆ ଲୁଗା ଲାଗି ହୁଏ  । ବିଭିନ୍ନ ଅଳଙ୍କାର ଲାଗି ହୁଏ । ସ୍ୱତନ୍ତ୍ର ବନ୍ଦାପନା କରାଯାଏ  । ପରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ଙ୍କୁ ବିଭିନ୍ନ ପାରମ୍ପରିକ ବସ୍ତ୍ର ଲାଗି ହୁଏ। ସ୍ୱତନ୍ତ୍ର ବନ୍ଦାପନା କରାଯାଇ ଥାଏ  । ପରେ ବଡ଼ ଠାକୁର ଶ୍ରୀଜଗନ୍ନାଥ ଙ୍କୁ ପଢ଼ୁଆଁ ନୀତି କରାଯାଇ ଥାଏ  । ଏହି ଭଳି ଭାବେ ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିର ରେ ବଡ଼ ଠାକୁର ଙ୍କ ପଢ଼ୁଆଁ ତଥା ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଶ୍ରୀ ମନ୍ଦିରରେ ଗହଳି ଲାଗିଛି ।

    ପୁରୀରୂ ଜୟନ୍ତ ସେଠୀ

    Puri Jaganatha poudauna hela

    Blog Archive

    Popular Posts