ଗୋଟିଏ ରାତିରେ ତିନୋଟି ଦେକାନର ସଟର ତାଡି ଲୁଟ
ପିପିଲି------ ଆଜି ମଧ୍ୟ ରାତ୍ରିରେ ପିପିଲି ଥାନା ଅନ୍ତର୍ଗତ ଜଇଶପାଟଣା ବଜାରରେ ତିନୋଟି ଦୋକାନରୁ ଶଟର ତାଡ଼ି ବଡ ଧରଣର ଚୋରି ହୋଇଛି । ଏହି ଚୋରିରେ ଲକ୍ଷାଧିକ ଟଙ୍କାର ଜିନିଷ ସହ ଟଙ୍କା ଓ ସିସିଟିଭି ମଧ୍ଯ ଦୁର୍ବୁତ୍ତ ମାନେନେଇଯାଇଛନ୍ତି । ପିପିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ପୂର୍ଣ ଚନ୍ଦ୍ର ସ୍ବାଇଁଙ୍କର ଦୋକାନ ମଧ୍ୟ ରହିଛି ।ଏନେଇ ପିପିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସର ତଦନ୍ତ ଅରମ୍ବ ହୋଇଛି । ଏ ଭଲି ଚୋରି ଉକ୍ତ ଅଞ୍ଚଳରେ ପ୍ରଥମ ବୋଲି ଜନ ସାଧାରଣ କହୁଛନ୍ତି । ଏହି ଦଳରେ ୪ରୁ ଅଧିକ ସଦସ୍ଯ ରହିଥିବା ଅନୁମାନ ପୋଲିସ କରୁଛି ।
ପିପିଲିରୁ ବିଜୟ ମହାପାତ୍ର
Goteia raitera