Breaking News

ଚତୁର୍ଥ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ : ନୃତ୍ୟୁ ଓ ବାଦ୍ଯରେ ବିଭୋର ଦର୍ଶକ

ପିପିଲି----- ପିପିଲି ବ୍ଲକର ନ।ହ।ମଙ୍ଗପ।ଟଣ। ଠ।ରେ ଚତୁର୍ଥ ବୋଇତ ବନ୍ଦ।ଣ ଉତ୍ସବ-୨୦୧୮ ଉଦଘ।ଟିତ ହୋଇଯାଇଛି ।  ଭ।ର୍ଗବୀ ୟୁଥ୍ କ୍ଲବ ପ୍ର।ୟୋଜିତ  ଉଦଘ।ଟନୀ ଉତ୍ସବରେ ମୁଖ୍ୟ ଅତିଥି ଭ।ବେ ପ।ରଦୀପ ଫସପେଟ୍ ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ତଥ। ପିପି ଲଜିଷ୍ଟିକର ଅଧ୍ୟକ୍ଷ ଦିଲ୍ଲୀପ ପଟ୍ଟନ।ୟକ ଯୋଗଦେଇଥିବ। ବେଳେ ବଳଙ୍ଗ। ମହ।ବିଦ୍ୟ।ଳୟର ଅଧ୍ୟକ୍ଷ  ପ୍ରଫୁଲ୍ଲ ମହ।ପ।ତ୍ର , ମୁଖ୍ୟବକ୍ତ। ଓ ନିମ।ପଡ। ମହ।ବିଦ୍ୟ।ଳୟର ଅଧ୍ୟ।ପକ ସୁବ୍ରତ ମହ।ନ୍ତି ସମ୍ମ।ନିତ ଅତିଥି ଭ।ବେ ଯୋଗ ଦେଇଥିଲେ। ଏହି ଅବସରରେ ସବୁଠୁ ଆକର୍ଷଣୀୟ ହୋଇଥିଲ ବୋଇତ ବନ୍ଦ।ଣ କ।ର୍ଯ୍ୟକ୍ରମ । ସ।ଧବ ପୁଅ ବେଶରେ ଅତିଥିମ।ନଙ୍କୁ ସଜ୍ଜିତ କର।ଯ।ଇଥିଲ। ଓ ସ।ତ ସ।ଧବ।ଣୀ ବେଶରେ ଗାଁର ସ।ତଜଣ ଯୁବତୀ ସଜେଇ ହୋଇ ବୋଇତ ବନ୍ଦ।ଣ କରିଥିଲେ ।  ଆହୁଲ। ମ।ରି ବୋଇତକୁ ଅତିଥିମ।ନେ ବ।ହି ନେଉଥିବ।ର ଦୃଶ୍ୟ ଥିଲା ବେଶ ମନୋରମ  । ହରିବୋଲ ହୁଳହୁଳି ଶବ୍ଦରେ  ପ୍ରକମ୍ପିତ କରିଥିଲେ  ନ।ହ।ମଙ୍ଗପ।ଟଣ। ଗ୍ର।ମବ।ସୀମ।ନେ  । ଏହି ଅବସରରେ ମୁଖ୍ୟ ଅତିଥି ଭ।ବେ ଯୋଗଦେଇଥିବ। ଶ୍ରୀ ପଟ୍ଟନ।ୟକ ଅତୀତର  ହଜିଲ। ଦିନର ଇତିହ।ସକୁ ମନେ ପକ।ଇଥିଲେ । ସ।ଧବପୁଅର ବ।ଣିଜ୍ୟ ଯ।ତ୍ର। ସମ୍ବନ୍ଧରେ ଆଲୋକପ।ତ କରିବ। ସହ ଏବେ ବ।ଣିଜ୍ୟ ଯ।ତ୍ର। ବଦଳରେ ବ।ଣିଜ୍ୟ ମେଳ। ବ। ମେକଇନ ଓଡିଶ। କ।ର୍ଯ୍ୟକ୍ରମ ହେଉଥିବ। କହିଥିଲେ  ।   ମୁଖ୍ୟବକ୍ତ। ଶ୍ରୀ ମହ।ପ।ତ୍ର ଶିକ୍ଷ। କ୍ଷେତ୍ରରେ ଯୁବପିଢି ଅଗ୍ରସର ହେବ। ସହ ଏହି ଅଞ୍ଚଳର ଗରୀବ ମେଧ।ବୀ ଛ।ତ୍ରଛ।ତ୍ରୀଙ୍କ ଅଧ୍ୟୟନ ପ।ଇଁ ସମସ୍ତ ସହଯୋଗ ଯୋଗ।ଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।    ସମ୍ମ।ନିତ ଅତିଥି ଭ।ବେ ଯୋଗଦେଇଥିବ। ଅଧ୍ୟ।ପକ ଶ୍ରୀ ସୁବ୍ରତ ମହ।ନ୍ତି ଦଶମ ଓ ଯୁକ୍ତ ଦୁଇରେ ଟପ୍ପର ହୋଇଥିବ। ବଉଳଚଉକ। ଗ୍ର।ମର କରିଶ୍ମ। ପଣ୍ଡ।ଙ୍କୁ ଅନ୍ବେଷ। ସମ୍ମ।ନ , ର।ଜ୍ୟସ୍ତରୀୟ ଓଡିଶୀ ନୃତ୍ୟ ସମ।ରୋହରେ କୃତିତ୍ବ ହ।ସଲ କରି ଜ।ତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବ। ଶିଶୁ ଓଡିଶୀ ନୃତ୍ୟଶିଳ୍ପୀ ଅଲ।ରପୁରର ସମୀକ୍ଷ। ମହ।ନ୍ତିଙ୍କୁ ଗୁରୁ କେଳୁ ଚରଣ ସମ୍ମ।ନରେ ସମ୍ମ।ନିତ କର।ଯ।ଇଥିଲ। । ସାଂସ୍ଳୃତିକ  କ।ର୍ଯ୍ୟକ୍ରମରେ  ସୋନପୁର ବୀର ମହ।ର।ଜପୁରରୁ ଆସିଥିବ। ଦୟ।ଲ ସଂଗୀତ ଏକ।ଡେମୀର କଳ।କ।ର ମ।ନେ ଡ।ଲଖ।ଇ ନୃତ୍ୟ ଓ ପଶ୍ଚିମ ଓଡିଶ।ର ବ।ଦ୍ୟ ଯନ୍ତ୍ରର ତ।ଳେ ତ।ଳେ ଦର୍ଶକ ମତୁଆଲ। ହୋଇଥିଲେ। ସମୀକ୍ଷ। ମହ।ନ୍ତି ଓଡିଶୀ ନୃତ୍ୟ ପରିବେଷଣ କରିଥିବ। ବେଳେ ପୁରୀର ରଙ୍ଗଶ।ଳ। ନୃତ୍ୟ ଅନୁଷ୍ଠ।ନର କଳ।କ।ରଙ୍କ ନୃତ୍ୟ ବିଳମ୍ବିତ ର।ତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବ।ନ୍ଧି ରଖିପ।ରିଥିଲ। । ର।କେଶ ରୋଷନ ମହ।ନ୍ତି କ।ର୍ଯ୍ୟକ୍ରମ ସଂଚ।ଳନ କରିଥିବ। ବେଳେ ସଭ।ପତି ଧନେଶ୍ବର ବେହେର। ସଭାରେ ସଭ।ପତିତ୍ବ କରିଥିଲେ ଓ ସଂପ।ଦକ ସନ୍ତୋଷ କୁମ।ର ବେହେର। ସଂପ।ଦକୀୟ ବିବରଣୀ ପ।ଠ କରିଥିଲେ । ଭ।ର୍ଗବୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ଓ ନ।ହ।ମଙ୍ଗପ।ଟଣ। ଗ୍ର।ମବ।ସୀମ।ନେ ଏହି କ।ର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ପିପିଲିରୁ  ----ବିଜୟ ମହାପାତ୍ର
Chaturtha boita bandana utsav anusthita Nrutya o Badyare bibhora darsaka
News By - Bijaya Mohapatra ( Pipili )
Sakhigopal News
Pipili News

Blog Archive

Popular Posts