ପୀର ବାବାଙ୍କ ଜନ୍ମ ବାର୍ଷିକ ପାଳନ
କାକଟପୁର----ହିନ୍ଦୁ ମୁସଲମାନ ଙ୍କ ପ୍ରତୀକ ପୀର ବାବା
। ପୁରୀ ଜିଲ୍ଲା ଗୋପ ବଜାରରେ ଥିବା ପୀର ବାବାଙ୍କ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଏଥିରେ ହିନ୍ଦୁ ଓ ମୁସଲମାନ ଭାଇ ଚାରାରେ ଧୁମ ଧାମ ରେ ବାବାଙ୍କ ଜନ୍ମ ଉତ୍ସବ ପାଳନ ହୋଇଥିଲୋ l ପ୍ରଥମେ ଗୋପ ବସ୍ତି ରୁ ଏକ ଚାଦର ଶୋଭା ଯାତ୍ରା ସହ ମୁସଲିମ ମାନେ ଗୋପ ବଜାର ଦେଇ ବାବାଙ୍କ ନିକଟକୁ ଆସିଥିଲେ ପରେ ୩୭ଟି ଚାଦର ବାବାଙ୍କ ଉପରେ ଚଢାଇଥିଲେ, ଏଠି ହିନ୍ଦୁ ମୁସଲମାନ ଏକାଠି ବାବାଙ୍କୁ ପୁଜା କରିଥାନ୍ତି l ଏହି ପରମ୍ପରା କାହିଁକେଉଁ କାଳରୁ ଚଳି ଆସୁଅଛି l ନିମାପଡାରୁ ଜୟନ୍ତ ସେଠୀ
Pir Baba nka janma barsika Palana

News By - Jayanta Sethi ( Nimapada )
Sakhigopal News