ଇଞ୍ଜିନିୟର ଛାତ୍ର ପାଣିରେ ବୁଡି ମୃତ୍ଯୁ
କୋଣାର୍କ---କୋଣାର୍କ ଚନ୍ଦ୍ରଭାଗl ସ୍ଥିତ ହରିଣ ଗାଡ଼ିଆ ରେ ପାଣିରେ ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ କୋଣାର୍କ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କିଛି ସମୟ ଖୋଜା ଖୋଜି ଖରିବା ପରେ ଯୂବକଙ୍କୁ ଉଦ୍ଧାର କରି ଗୋପ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସୁଚନା ଯୋଗ୍ୟ ଯେ ଯୁବଜ ଜଣକ ଇଂଜିନିୟର ଛାତ୍ର । ତାଙ୍କ ନାମ ମୁକ୍ତି କାନ୍ତ ତ୍ରିପାଠୀ , ଭୁବେନେଶ୍ୱର ୟୁନିଟ 3 ଅଂଚଳରର ବୋଲି ଜଣାପଡିଛି । ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଆସିଥିଲେ l ହରିଣ ଗାଡ଼ିଆରେ ଗାଧେଇବା ବେଳେ ଏହି ଘଟଣା ଘଟିଛି ବୋଲି ଜଣାପଡିଛି ।
ନିମାପଡାରୁ ଜୟନ୍ତ କୁମାର ସେଠୀ
ନିମାପଡାରୁ ଜୟନ୍ତ କୁମାର ସେଠୀ
Engineer chhatra panire budi mrutyu
by - Jayanta kumar Sethi ( Nimapada )
Sakhigopal News