Breaking News

ନୂତନ ଦୋକାନ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ବେରବୋଇ ପଞ୍ଚାୟତର ଡଁପୁର  ଠାରେ ଦୋକାନ ଗୃହ ପାଇଁ କୃଷି ଓ ପଞ୍ଚାୟତରାଜ ମନ୍ତୀ ପ୍ରଦୀପ ମହାରଥୀ ଭୂମୀପୂଜା କରିଛନ୍ତି । ବ୍ଳକ ବିଜେଡି ସଭାପତି ବୈରାଗି ଜେନା , ବ୍ଳକ ଅଧ୍ଯକ୍ଷ ପ୍ରସନ୍ନ ସାହୁ ,ଜିଲ୍ଳାପରିଷଦ ସଭ୍ଯ  ଦେବାଶିଷ ନନ୍ଦ , ସ୍ଥାନୀୟ ସଳପଞ୍ଚ ଜୋତିମୟୀ ସ୍ବାଇଁ ଓ ସମିତି ସଭ୍ଯ ଅଭିମନ୍ଯୁ ରାଉତ ଓ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି।
Nutan dokan gruha pain bhitiprastara sthapan
News By - Dhirendra Senapati ( Delanga )
Sakhigopal News

Blog Archive

Popular Posts