Breaking News

ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା

 ଡେଲାଙ୍ଗ --- ଚାଷୀ ମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା , ସମାଧାନ ସହିତ ସରକାରଙ୍କ ଅବଗତି ନିମନ୍ତେ ଓ ପଞ୍ଜିକରଣ କରିଛନ୍ତି ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପକ କୁମାର ସାହୁ । ତାଙ୍କ ନେତୃତ୍ଵ ରେ ଏକ କୃଷକ ମାନଙ୍କ ର ବୈଠକ ଅନୁଷ୍ଠିତ ହୋଇଥିଲା। ଚାଷୀଭାଇ ମାନଙ୍କୁ ସେମାନଙ୍କର ନାମ ନୂତନ ପଞ୍ଜିକରଣ କରିବା  ସହ ସରକାରଙ୍କ ID ବିନା ମୂଲ୍ୟରେ ଦେୟ ମୁକ୍ତି ର ସୁବିଧା ସୁଯୋଗ ଉପଲବ୍ଧ କରାଇଥିଲେ । ସରକାରୀ ସହାୟତା କିପରି ଚାଷୀ କୃଷକ ବନ୍ଧୁ ମାନେ କିପରି ଆଗାମୀ ଦିନରେ ସାହାଯ୍ୟ ପାଇବେ ,ଚାଷର ଉନ୍ନତ ମୂଳକ କାର୍ଯ୍ୟ କରାଯିବ ,କୃଷକ ମାନଙ୍କ ବିକାଶ କରାଯିବ ସେ ଉପରେ ଆଲୋଚନା ସରପଞ୍ଚ  ଶ୍ରୀ ସାହୁଙ୍କ ସହିତ ଗ୍ରାମ  କୃଷି ଅଧିକାରୀ ବ୍ରଜ କିଶୋର ବେହେରା ,ନାଏବ ସରପଞ୍ଚ,ୱାର୍ଡ ର ସମସ୍ତ ସଭ୍ୟ ସଭ୍ୟା ମାନେ ଏହି ଜନକଲ୍ଯାଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୫/୨୦୨୫---୨,୩୫ Sakhigopal News,18/5/2025

Blog Archive

Popular Posts