୧୫ତମ ବାର୍ଷିକ ଚନ୍ଦ୍ର ମାଧବ ସ୍ମାରକି କ୍ରିକେଟ ଟ୍ରଫି ମ୍ଯାଚ
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ପଞ୍ଚାୟତର ମା ଚଚ୍ଚିତା କ୍ରୀଡା ଓ ସାଂସ୍କୃତିକ ସଂଘର ଆନୁକୂଲ୍ୟରେ ୧୫ତମ ଚନ୍ଦ୍ର ମାଧମ ସ୍ମାରକି କ୍ରିକେଟ ଟ୍ରଫି ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି । ଆଜି କାଦୁଆ ଗ୍ରାମ ପଞ୍ଚାୟତର ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାଦୁଆ କ୍ରିକେଟ ଦଳ ବ୍ୟାଟିଂ କରି ୧୮ ଓଭରରେ ୬ ଉଇକେଟ ହରାଇ ୧୦୪ ରନ କରିଥିଲେ । ଜବାବରେ ସାରଙ୍ଗଯୋଡି କ୍ରିକେଟ ଦଳ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୮୦ ରନ କରିଥିଲେ । କାଦୁଆ ଦଳ ସେମିଫାଇନାଲ କୁ ଉନ୍ନୀତ ହୋଇଛି । ମାନସ ରଂଜନ ବରାଳ, ଭଗବାନ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
15 tama barsika chandra madhaba smaraki cricket trofi match
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
15 tama barsika chandra madhaba smaraki cricket trofi match
News By - Dhirendra Senapati ( Sakhigopal )
Sakhigopal News