Breaking News

କୋଣାର୍କ ନବଗ୍ରହ ପୀଠରେ ବାଲି ପୋତା ପର୍ବ ପାଳନ

କୋର୍ଣାକ-----ଅର୍କକ୍ଷେତ୍ର କୋଣାର୍କରେ   ଗୋଟିଏ ଖୋଦିତ ପଥରରେ ନବଗ୍ରହ ପୂଜା ପାଉଛନ୍ତି l କାର୍ତିକ  ମାସ ଶନିବାର ଦିନ କୋଣାର୍କ ନବଗ୍ରହ ପୀଠ ଠାରେ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଥାଏ l ଇଷ୍ଟ ଖଣ୍ଡନ ଓ ଶରୀର ଆରୋଗ୍ୟ ତଥା ଚାଲି ପାରୁନଥିବା ଛୋଟ ପିଲା ଏଠି ବାଲି ରେ ପୋତା ହେଲେ ଚାଲିଥାଏ ବୋଲି ଆଜି ବି ଜନ ମାନସରେ ବିଶ୍ୱାସ ରହିଛି ବୋଲି ଶ୍ରଦ୍ଧାଳୁ ଓ  ପୂଜକ କୁହନ୍ତି l  କାର୍ତିକ ମାସ ପ୍ରତ୍ୟେକ ଶନିବାର ଦିନ ନବଗ୍ରହ ଠାରେ ଶ୍ରଦ୍ଧାଳୁ ମାନେ ପୂଜାଅର୍ଚ୍ଚନା ଓ ହୋମ  ଯଞ କରି ମାସସିକ ପୂର୍ଣ୍ଣ  ହୋଇଥାଏ ବୋଲି  ବିଶ୍ୱାସ ରଖି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ନବଗ୍ରହ ପୀଠକୁ l  ଚାଲି ପାରୁନଥିବା ପିଲା କିମ୍ବl ଦିବ୍ଯାଙ୍ଗ ପିଲାକୁ ନବଗ୍ରହ ହୋମ ଯଂଜ୍ଞ ହେଇଥିବା ବାଲିରେ କିଛି ସମୟ ପାଇଁ ପୋତା ଗଲେ ପିଲାଟି ସୁସ୍ଥ ହୋଇଥାଏ ।  କାହିଁ କେଉଁ କାଳ ରୁ ଏହି ପରମ୍ପରା ଓ ବିଶ୍ୱାସ ରହିଛି. । ସେଥିଯୋଗୁ କୋଣାର୍କର ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ନିମାପଡାରୁ ଜୟନ୍ତ ସେଠୀ
Konark nabagraha pithare bali pota parba palana
By - Jayanta Kumar Sethi
Sakhigopal News

Blog Archive

Popular Posts