Breaking News

ଚନ୍ଦ୍ର ମାଧବ ସ୍ମାରକି କ୍ରିକେଟ ମ୍ଯାଚ

ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ପଞ୍ଚାୟତର ମା ଚର୍ଚ୍ଚିକା ସ୍ପୋଟିଙ୍ଗି କ୍ଳବର ଆନୁକୂଲ୍ୟରେ ୧୫ତମ ଚନ୍ଦ୍ର ମାଧମ ସ୍ମାରକି କ୍ରିକେଟ ଟ୍ରଫି ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି  । ମଙ୍ଗଳବାର ଦିନ  ପ୍ରଥମେ ନୂଆସନ୍ଥ କ୍ରିକେଟ ଦଳ ବ୍ୟାଟିଂ କରି ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୫୨ରନ କରିଥିଲେ  । ଜବାବରେ କୋଟକୁଶାଙ୍ଗ  କ୍ରିକେଟ ଦଳ ୧୪ଓଭର ୨ଟି ବଳରେ  ୬ଉଇକେଟ ହରାଇ ୧୫୩ ରନ କରିଥିଲେ  ।  ମାନସ ରଂଜନ ବରାଳ, ଭଗବାନ ବେହେରା ମ୍ୟାଚ ପରିଚାଳନା କରିଥିଲେ  । ଆସନ୍ତାକାଲି କାଦୁଆ  ଓ ସାରଙ୍ଗଯୋଡି କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି  ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, 

Chandara madaba

Blog Archive

Popular Posts