Breaking News

ଗ୍ରାମ ରୋଜଗାର ସେବକ ମାନେ ସ୍ଥାୟୀ ନିଯୁକ୍ତି ଦାବୀରେ ଆନ୍ଦୋଳନ

ଡେଲାଙ୍ଗ----- ଡେଲାଙ୍ଗ ବ୍ଳକରେ ଅସ୍ଥାୟୀ ଭାବରେ ନିଯୁକ୍ତି ପାଇଥିବା ୧୮ ଜଣ ଗ୍ରାମ ରୋଜଗାର ସେବକ ମାନେ ରାଜ୍ଯ ସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଦେଇଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଡେଲାଙ୍ଗ ସଙ୍ଗର ସଭାପତି ପବିତ୍ର କୁମାର ପ୍ରଧାନ ଓ ସମ୍ପାଦକ ଜ୍ଯୋତି ରଂଜନ ପ୍ରଧାନ  ନେତୃତ୍ଯରେ ଆନ୍ଦୋଳନ ଜାରି ରହିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Grama rojagar sebaka mane sthayi nijyukti dabire aandolan
News By - Dhirendra Senapati
Sakhigopal News

Blog Archive

Popular Posts