Breaking News

ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଡେଲାଙ୍ଘ-----ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ପ୍ରଭାତ କ୍ଲବ ପରିସରରେ ଆଜି ଅପରାହ୍ନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି  ।  ଡ଼େଲାଙ୍ଗ ପ୍ରେସ କ୍ଲବର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ  ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ଚିତ୍ତରଞ୍ଜନ ଜେନା, ବିଜୟ କୁମାର ମିଶ୍ର, ଦୀପକ କୁମାର ମିଶ୍ର, ରଶ୍ମିରଞ୍ଜନ ପ୍ରଧାନ, ବିଜୟ କୁମାର ମହାପାତ୍ର , ନିରଞ୍ଜନ ନାୟକ ଓ ସଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ସାମାଜର ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ ।  ଏଥିସହ ଅନୁଷ୍ଠିତ  ସଭାରେ  ନିଷ୍ପତ୍ତି କ୍ରମେ ପ୍ରତେକ ମାସର ଶେଷ ରବିବାର ଦିନ ଖବର କାଗଜର ପାଠକ ମାନଙ୍କୁ ନେଇ ଏକ ପାଠଚକ୍ର କରାଯିବ ବୋଲି ସ୍ଥିର କରାଯଇଥିଲା. ଶେଷରେ ସାମ୍ବାଦିକ ଚିତ୍ତରଞ୍ଜନ ଜେନା ଧନ୍ୟବାଦ୍ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Delanga Press Club pakhyaru jatiya press dibasa palita
By - Dhirendra Senapati ( Delanga )
Sakhigopal News

Blog Archive

Popular Posts