ବିଦ୍ଯୁତ ତାରରେ ଓହଳିଛି ଇଟା
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ବ୍ଳକ ଛକ ଠାରୁ ମନ୍ଦିର ପର୍ଯ୍ଯନ୍ତ ରାସ୍ତା ଉପରେ ବିଦ୍ଯୁତ ତାରରେ ଓହଳିଛି ଇଟା । ଯାହାକି କେଉଁ ସମୟରେ ଦୁର୍ଘଟଣା ଘଟିବ କେହି କହି ପାରିବେନି । ବିଜେପି ପକ୍ଷରୂ ଓହଳା ଯାଇଥିବା ଦଳୀୟ ପତକାରେ ଇଟା ବନ୍ଦାଯାଇ ବିଦ୍ଯୁତ ତାରରେ ପକାଯାଇଛି । ଯାହା ଫଳରେକି ବିଦ୍ଯୁତ ତାର ଛିଣ୍ଡିପଡିବ କହି ହେଉନାହିଁ ବୋଲି ସତ୍ଯବାଦୀ ବ୍ଳକର ଜନସାଧାରଣ ଆଲୋଚନା କରୁଥିବାର ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Rasatera teka ohilichi