Breaking News

ପୂର୍ବତନ ସୈନିକଙ୍କର ଦେହାନ୍ତ

ସାକ୍ଷୀଗୋପାଳ----ସତ୍ଯବାଦୀ ବ୍ଳକର ଆଦର୍ଶ ନୂଆଗାଁ ଗ୍ରାମର ପୂର୍ବତନ ସୈନିକ ଦୀନବନ୍ଧୁ ଷଢଙ୍ଗୀଙ୍କର ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ସେ ଭାରତ ଓ ବାଲାଂଦେଶ ମୁକ୍ତି ସଂଗ୍ରାମ ସମୟରେ ସେ ବୀରତ୍ବର ସହ ଲଢେଇ କରିଥିଲେ । ଆଜି ତାଙ୍କର ଦେହାନ୍ତ ହେବା ଖବର ପାଇ ବହୁ ବ୍ଯକ୍ତି ବିଶେଷ ଶେଷଦର୍ଶନ କରିଥିଲେ । ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ସାକ୍ଷୀଗୋପାଳରୁ --- ଧୀରେନ୍ଦ୍ର ସେନାପତି
Purbatana sainik nka dehanta
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts