Breaking News

ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଡେଲାଙ୍ଗ ---ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା  ଲକ୍ଷ୍ମୀ ନାରାୟଣ ମନ୍ଦିରରେ ୫୦ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ପଣ୍ଡିତ ମାନଙ୍କ ଦ୍ଵାରା ହୋଯଜ୍ଞ,ଗୋପୂଜା,ସୂର୍ଯ୍ୟ ପୂଜା,ମଙ୍ଗଳ ଆରତୀ ରୀତି କାନ୍ତିରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଡେଲାଙ୍ଗ ଜଳ ସମ୍ପଦ ବିଭାଗର AE  ମକର ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଡେଲାଙ୍ଗ ଜଳସେଚନ ବିଭାଗ ର ଏସଡିଓ  ତନୁଜା ରାଉତ,AE କରୁଣାକର ଲେଙ୍କା,AE ଶିଶିର କାନ୍ତ ସାହୁ, ଜେଇ ନିତ୍ୟାନନ୍ଦ ବେହେରା ଏବଂ ଜଳ ସମ୍ପଦ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ମନ୍ଦିର ଓ ନୂତନ ମଣ୍ଡପର ଛାତ ନିର୍ମାଣ କରାଯିବ ବୋଲି ଅଧିକାରୀମାନେ ମାନେ ମତପ୍ରକାଶ କରିଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୫/୨୦୨୫---୨,୩୫ Sakhigopal News,18/572025

Blog Archive

Popular Posts