Breaking News

ବେଗୁନିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ବେଗୁନିଆ― ବେଗୁନିଆ ବ୍ଲକରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ  କାର୍ଯ୍ୟାଳୟ ରେ ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ବାଇଁ,ତହସିଲ କାର୍ଯ୍ୟାଳୟ ବିବେକାନନ୍ଦ ପରିଡା, ଉପନିବନ୍ଧକ କାର୍ଯ୍ୟାଳୟ ସନାତନ ଆଚାର‌୍ୟ୍ୟ, ବେଗୁନିଆ ଥାନା  ରଶ୍ମି ରଞ୍ଜନ ସାହୁ,କଂଗ୍ରେସ କାର୍ଯ୍ୟା   ଳୟରେ ପ୍ରଦୀପ କୁମାର ସାହୁ ଓ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ   ,ପଞ୍ଚାୟତ କାର୍ଯ୍ୟାଳୟ ପତାକା ଉତ୍ତୋଳନ କରାଯାଇଛି ।ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଛି ।ବାଘମାରୀ ସ୍ଥିତ ଦିବ୍ୟଜ୍ୟୋତି ଇଣ୍ଟରନାସନାଲ ସ୍କୁଲ ପକ୍ଷରୁ ୭୧ ଫୁଟର ଜାତୀୟ ପତାକା  ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମାରେ ପ୍ରଦର୍ଶିତ କରିଥିଲେ ।

ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା
 J panda
Beguni

Blog Archive

Popular Posts