Breaking News

ଚନ୍ଦ୍ରମାଧବ କ୍ରିକେଟ ମ୍ଯାଚ : ୧ରନରେ ଯଶୁଆପୁର କ୍ରିକେଟ ଦ୍ଦଳ ବିଜୟୀ

ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ପଞ୍ଚାୟତର ମା ଚର୍ଚ୍ଚିକା ସ୍ପୋଟିଙ୍ଗି କ୍ଳବର ଆନୁକୂଲ୍ୟରେ ୧୫ତମ ଚନ୍ଦ୍ର ମାଧମ ସ୍ମାରକି କ୍ରିକେଟ ଟ୍ରଫି ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି  । ଆଜି ଯଶୁଆପୁର  ଗ୍ରାମ ପଞ୍ଚାୟତର ଓ ରୁପଦେଇପୁର  ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ଯଶୁଆପୁର  କ୍ରିକେଟ ଦଳ ବ୍ୟାଟିଂ କରି ୧୬ ଓଭରରେ ୮ ଉଇକେଟ ହରାଇ ୧୪ ୮ରନ କରିଥିଲେ  । ଜବାବରେ ରୁପଦେଇପୁର  କ୍ରିକେଟ ଦଳ ୧୬ ଓଭରରେ ୯ଉଇକେଟ ହରାଇ ୧୪୩ ରନ କରିଥିଲେ  । ବିଜୟୀ ଦଳର କାର୍ତ୍ତିକ ସେଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି  ।  ମାନସ ରଂଜନ ବରାଳ, ଭଗବାନ ବେହେରା ମ୍ୟାଚ ପରିଚାଳନା କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Chandra Madhaba Cricket Match 1 run re jasuapur cricket dala bijayi
News By - Dhirendra Senapati ( Bidyadharpur )
Sakhigopal News

Blog Archive

Popular Posts