Breaking News

ବିଜୁ ଯୁବ ବାହିନୀ ଗ୍ରାମ ସଫେଇ କଲେ

ପିପିଲି-ପିପିଲି ବ୍ଲକ ର କୁଳଶେଖରପାଟଣା ପଞ୍ଚ।ୟତ ବିଜୁ ଯୁବ ବାହିନି ପକ୍ଷରୁ ସ୍ୱଛତା ହିଁ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପେକ୍ଷିରେ ଗ୍ରାମର ଚତୁପାର୍ଶ୍ୟ ଓ ମନ୍ଦିର ଆଦି  ସଫେଇ କାରାଯାଇଥିଲା ।ଆମ ପରିବେଶ ସ୍ୱଛତା ରହିବା ଦ୍ୱାରା ଆମେ ସୁସ୍ଥତା ରହିବା ପାଇଁ ଜନସାଧାରଣ ମାନଙ୍କୁ ପରାମର୍ଶ ଦିଆଯାଇଛି ।ବିଜୁ ଯୁବ ବାହିନୀର ସଭାପତି ରାଜଶ୍ରି ସାମନ୍ତରାୟ,ସମ୍ପାଦକ ଅମୁଲ୍ୟ କୁମାର ପ୍ରଧାନ,କୋଷାଧକ୍ଷ ରୁଦ୍ର ମାଧବ ଦାସ ଓ ସନ୍ତୋଷ ସାହୁ,ସୁକାନ୍ତ ପ୍ରଧାନ,ଆଶିଷ କୁମାର ବସ୍ତିଆ,ଜ୍ଞାନ ନାୟକ,ତ୍ରିଲୋଚନ ଭୋଇ,ସାବିତ୍ରି କାଣ୍ଡି,କବିତା ନାୟକ ପ୍ରମୁଖ ବିଜୁ ଯୁବ ବାହିନୀ ର ସଦସ୍ୟ ମାନେ ଏହି ସ୍ୱଛତା କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts