Breaking News

ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର

ସାକ୍ଷୀଗୋପାଳ --- ସତ୍ଯବାଦୀ ରେ ବିଜେପି ଦଳର ମିଡିଆ ସେଲ ଭାବେ ପ୍ରଭାତ କୁମାର ମିଶ୍ର ଓ ଅମର ଶତପଥୀଙ୍କ ଉପରେ ସତ୍ଯବାଦୀ ର ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ନିଯୁକ୍ତି କରିଥିବା ଜଣାପଡିଛି। ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୧୯୪/୨୫ରେ ଜଣାଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୫/୨୦୨୫---୮,୨୫ Sakhigopal News,18/5/2025

Blog Archive

Popular Posts