Breaking News

ସୁରାଟ ଫେରନ୍ତା ୧୧୪ ଜଣଙ୍କ ମଧ୍ୟରୁ ସ୍କାନିଂ ପରେ ୧୫ ଜଣକୁ ବ୍ରହ୍ମପୁର ସ୍ଥାନାନ୍ତର

23:37
  ଧରାକୋଟ---  ପ୍ରବାସୀ ସୁରାଟ ଫେରାନ୍ତକୁ ନେଇ ୪ଟି ବସ ଆସିକାର ପହଞ୍ଚିବା ପରେ ଦୁଇଗୋଟି ବସକୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଧରାକୋଟ  ଆଦର୍ସ ବିଦ୍ୟାଳୟର ଛାତ୍ରୀ ନିବାସକ...

କୁଜଙ୍ଗ ବ୍ଲକରେ ବ୍ୟାପକ ମୁଗ ଫସଲ ନଷ୍ଟ କ୍ଷତିପୁରଣ ନମିଳିଲେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଚେତାବନୀ

22:53
କୁଜଙ୍ଗ ----- କୁଜଙ୍ଗ ବ୍ଲକ ଅଞ୍ଚଳରେ ପ୍ରାୟ ଏକସପ୍ତାହରୁ ଉର୍ଦ୍ଧ୍ୱ ହେବ ଲଗାଣ ଓ ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀରେ ବ୍ୟାପକ ମୁଗ ଫସଲ ନଷ୍ଠ ହୋଇଥିବାର ଜଣାପଡି...

ବମ ପକାଇ ଡକାୟତି ,ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ,ଜଣେ ଆହତ

22:48
ବେଗୁନିଆ---- ବାଘମାରୀ ଥାନା ଅନ୍ତର୍ଗତ  ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଗ୍ରାମର  ଟାଙ୍ଗୀ ସାହିର ଯୋଗୀନାଥ ମହାରଣାଙ୍କ ଘରେ ପଶି ଡକାୟତି କରିଥିବାର ପୋଲିସ ନି...

ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା ଗାଁରୁ ଉଠୁନି ବ୍ୟାରିକେଟ

22:47
ବେଗୁନିଆ/ସିକୋ---  ସାରା ଦେଶ ଓ ରାଜ୍ୟରେ କରୋନା ଭଳି ମହାମାରୀ ଭୂତାଣୁ ଜନିତ ରୋଗରୁ ରକ୍ଷା ପାଇବା ପାଇଁ  ସିମାନ୍ତ ଜିଲ୍ଲା,ସଂକ୍ରମଣ ଜନିତ ଅଞ୍ଚଳ ଓ ଗ୍ରାମରେ ପ୍ରଶା...

ଗୁପଚୁପ ବିକାଳିଙ୍କୁ ସହାୟତାର ହାତ ବଢାଇଲା ସୂର୍ଯ୍ୟାଲୋକ ସମାଜସେବା

22:45
ବରୀ---- ବିହାର  ରାଜ୍ୟରୁ ଆସି  ଯାଜପୁର ଜିଲ୍ଲା ବରୀରେ ରହି ଗୁପଚୁପ ବିକ୍ରି କରି ପେଟ ପାଟଣା ପୋଷଣ କରୁଥିଲେ ୭ଟି ପରିବାର । କରୋନା ପାଇଁ  ଲକଡାଉନ ଜାରି ହୋଇଛି...

କୁଜଙ୍ଗ ତହସିଲଦାରଭାବେ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶୀନି ନିଯୁକ୍ତି

09:02
କୁଜଙ୍ଗ ---- ରାଜସ୍ୱ ବିଭାଗ ପକ୍ଷରୁ ୩୪ଜଣ ରିଜର୍ଭ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୧୧ ଜଣଙ୍କୁ ତହସିଲଦାର, ୩ଜଣଙ୍କୁ ବିଡିଓ ଓ ଅନ୍ୟମାନଙ୍କ...

ଶିକ୍ଷକ ଶିକ୍ଷୟିତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା ; କାରଣ ଦର୍ଶାଅ ନୋଟିସ

08:24
କନ୍ଧମାଳ----  କରୋନା ସମୟରେ ଦାରିଙ୍ଗବାଡିରୁ  ୮୭ ଜଣ  ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ।   ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଜଣାପଡିଛି । ଭୟାଭହ କରୋନା...

ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ କାଞ୍ଜିଆ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ସଫେଇ

06:44
ସାକ୍ଷୀଗୋପାଳ --- କରୋନା ଭୂତାଣୁକୁ ଯେପରି ରୋକା ଯାଇ ପାରିବ ସେଥିପ୍ରତି ପ୍ରଶାସନ କଡା ନଜର ରଖିଛି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାତ ...

ଭିତିଭୂମି ନଥାଇ କ୍ୱାରେଣ୍ଟାଇନ କେନ୍ଦ୍ର; ଗ୍ରାମବାସୀଙ୍କ ଦାବୀକୁ ପ୍ରଶାସନର ଅଣଦେଖା

06:43
ବେଗୁନିଆ---- ବେଗୁନିଆ  ବ୍ଲକ କୁଞୁରୀ ପଞ୍ଚ।।ୟତ ଅନ୍ତର୍ଗତ ଡାଳତୋଳା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରର ଭିତିଭୂମି ନଥା...

ଗରିବ ଲୋକଙ୍କୁ ମିଳିନି ରିଲିଫ

06:42
ବେଗୁନିଆ--- ସହରାଞ୍ଚଳରେ ଗରିବ ରାସନ  କାର୍ଡଧାରୀ ନଥିବା ଲୋକଙ୍କୁ ରିଲିଫ ଯୋଗାଣ ଆରମ୍ଭ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ  ରାସନ କାର୍ଡ ନଥିବା ଲୋକଙ୍କୁ  ରିଲିଫ ଚା...

ବେଗୁନିଆ ଅଞ୍ଚଳରେ ଫେରିବା ପାଇଁ ନାମ ପଞିକରଣ କଲେ ୧୬୦୧

06:42
ବେଗୁନିଆ---- କରୋନା ଭଳି ମହାମାରୀ ରୋଗକୁ ପ୍ରତିହତ କରିବା ପାଇଁ ସାରା ଦେଶ  ଓ ରାଜ୍ୟରେ ଲକଡାଉନ ବ୍ୟବସ୍ଥାକୁ କଡାକଡି ଭାବରେ ପ୍ରଶାସନ ପକ୍ଷରୁ ଜାରି ରହିଛି । ରାଜ୍ୟ...

ଗୁଆଳିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କରୋନା ସମ୍ପକୀୟ ଜରୁରୀ ବୈଠକ

06:41
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ କାଳନ୍ଦୀ  ଚରଣ ଜେନାଙ୍କ ନେତୃତ୍ୱରେ ଗୁରୁବାର କରୋନା ସମ୍ପକୀୟ ଏକ ଜରୁରୀ...

ମହାବିଦ୍ୟାଳୟ ପକ୍ଷରୁ ୧ଲକ୍ଷ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ

06:37
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର କର୍ମଚାରୀ ମାନେ ମିଳିତ ହୋଇ ସେମାନଙ୍କ ଦରମାରୁ ୧ ଲକ୍ଷ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍...

କ୍ୱାରେଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବ୍ଳକ ଅଧ୍ୟକ୍ଷା, ବିଡିଓ

06:36
ସାକ୍ଷୀଗୋପାଳ-- ରାଜ୍ୟରେ ଲକ ଡାଉନ ସମୟ ଶେଷ ହେବାକୁ ବସିଲାଣି । ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ସଂଖ୍ୟାରେ ଲୋକମାନେ ଫେରିବେ । ଏହାକୁ ଲକ୍ଷ୍ୟ କରି ଗୁରୁବାର ଦିନ  ବ...

ଛଅ ଜଣ ଯୁଆଡି ଗିରଫ

22:11
 କନ୍ଧମାଳ-- ତୁମୁଡିବନ୍ଧ ଥାନା ଅଞ୍ଚଳରେ ଲକ ଡାଉନ ସମୟରେ ସାମାଜିକ ଦୂରତା  ନ ମାନି ଯୁଆ ଖେଳୁ ଥିବା ବେଳେ ତୁମୁଡିବନ୍ଧ ପୋଲିସ ଛଅ ଜଣଙ୍କୁ ଘରିଫ କରିଛି ।  ଥାନା କେସ...

ଶତାଧିକ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ପରିଷଦ ସଦସ୍ୟା

21:16
ହାଟଡିହି-----କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୭ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କରିଛନ୍ତି । ନିଜ ଗ୍ରାମ ଡ଼ଅଁ...

୨୧ ୟୁନିଟ ରକ୍ତ ସଂଗ୍ରହ

08:47
ଡେଲାଙ୍ଗ ----- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଯାହା ଫଳରେକି ସମସ୍ତ ବ୍ଳଡ ବ୍ୟାଙ୍କ ମାନଙ୍କରେ ରକ୍ତ ଅଭାବ ଦେଖାଯାଇଛି । ଏହାକୁ ଲକ୍ଷ୍ୟ କରି ସ...

ଡେଲାଙ୍ଗ ବ୍ଳକରେ କରୋନାକୁ ନେଇ ପଞ୍ଚାୟତ ଓ ବ୍ଳକ ମଧ୍ୟରେ ତାଳମେଳ ରହୁନାହିଁ

08:31
ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ କରୋନା ନେଇ ଚାଲିଥିବା ଆୟୋଜନ ଏକ ପ୍ରହସନରେ ପରିଣତି ହୋଇଛି ବୋଲି କେତକ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ କହନ୍ତି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୫ ହଜାର ଟଙ୍କା ପ୍ରଦାନ

08:18
 ସାକ୍ଷୀଗୋପାଳ-----  ରାଜ୍ୟରେ କରୋନା ଭୂତାଣୁକୁ ନେଇ ସମେସ୍ତ ଚିନ୍ତିତ । ରାଜ୍ୟ ସରକାର ଏଥିପାଇଁ ଲକ ଡାଉନ ଜାରି କରିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବୀର...

ଓଡ଼ଗାଁରେ ଜୀବନ ବିନ୍ଦୁ ;ଦ୍ଵିତୀୟ ଦିନରେ ୨୫ୟୁନିଟ ରକ୍ତ ସଂଗ୍ରହ

04:27
ଓଡ଼ଗାଁ- ----ଓଡ଼ଗାଁ ବିଜୁ ଜନତା ଦଳ ତରଫରୁ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ...

ଅଙ୍ଗନବାଡି କର୍ମୀଙ୍କୁ ମାସ୍କ, ସାନିଟାଇଜର ଏବଂ ଗ୍ଲୋବସ ବଣ୍ଟନ

02:07
 ଓଡ଼ଗାଁ-ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଅସୀମ ଧର୍ଯ୍ୟର ସମ କାମ କରୁଥିବା ଅଙ୍ଗନବାଡି କର୍ମୀ...

ପ୍ରଶାସନ ଓ ରାଜନୈତିକ ହରଡ଼ଘଣାରେ ପରିବା ଚାଷୀ....

22:54
  ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଯାହାକୁ କୁହାଯାଏ ଓଡିଶାର ଭାତହାଣ୍ଡି । ଏହି ସ୍ଥାନରୁ ଦେଶର ବିଭିନ୍ନ ସ୍ଥାନକୁ ଖାଦ୍ୟ ଶସ୍ୟ, ଚାଉଳ ଆଦି ରପ୍ତାନି ହୋଇଥାଏ। ହେଲେ...

ଅଜଣା ରୋଗରେ ଚାଷୀ ହନ୍ତସନ୍ତ,କ୍ଷୟକ୍ଷତି ଆକଳନ ପାଇଁ ଦାବି

22:23
 ବରଗଡ଼----  ସାରା ବିଶ୍ୱରେ କରୋନା ଭୟ।ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାକୁ ବସିଥିବାବେଳେ ଲୋକେ ଘରୁ ବାହାରିବା ପାଇଁ ମୁସ୍କିଲ ହେଇପଡିଛି।କରୋନା ଭୟ ସାଙ୍ଗକୁ ଦୈବୀ ...

ଫଟୋ ରେ ଖବର

08:36
ସାକ୍ଷୀଗୋପାଳ------ ବିନା ମାସ୍କ ରେ ସରକାରୀ  କର୍ମଚାରୀ । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ  ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରୋନା ଯୋଦ୍ଧା ମାନଙ୍କୁ ସମ...

ଡେଲାଙ୍ଗକୁ ଆସୁଛନ୍ତି ୧୧ଶହ ; ଏମାନେ ରହିବେ କେଉଁଠି

08:05
ଡେଲାଙ୍ଗ----  ରାଜ୍ୟରେ କରୋନା ନେଇ ଲକ ଡାଉନ ଜାରି କରାଯାଇଛି ।  ଲକ ଡାଉନର ସମୟ ସୀମା ଶେଷ ହେବା ପାଖେଇ ଆସୁଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରରୁ  ଡେଲାଙ୍ଗ ବ୍ଳକର ...

ମାସ୍କ ପ୍ରସ୍ତୁତି କରି ପରିବାର ପ୍ରତିପୋଷଣ କରୁଛନ୍ତି ମହିଳା

08:02
ବେଗୁନିଆ----କରୋନା ଯୋଗୁଁ  ମାସାଧିକ କାଳ ଲକଡାଉନରେ ଥିବା ସମଗ୍ର ଦେଶ ତଥା ରାଜ୍ୟର ଗରିବ,ଖଟିଖିଆ ଓ ଦିନ ମଜୁରିଆଙ୍କର  ଜୀବିକା ବିପର୍ଯ୍ୟସ୍ତ ହୋଇ ପଡିଛି  । ଏହାର...

ମଧୁବାବୁଙ୍କ ଜୟନ୍ତୀରେ କରୋନା ସଚେତନତା କାର୍ଯ୍ୟକ୍ରମ

08:00
ବେଗୁନିଆ----  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ  ଜୟନ୍ତୀ  ସ୍ଥାନୀୟ ଆଦର୍ଶ କ୍ଲବ ଓ  ସଚେତନ ନାଗରିକ ମଂଚ ପକ୍ଷରୁ   ନିକଟସ୍ଥ ଆଦିବାସୀ ସାହିରେ ଅନୁଷ୍ଠିତ ହୋଇ...

ସତ୍ୟବାଦୀ ଆଇନ ଜୀବୀ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

07:57
 ସାକ୍ଷୀଗୋପାଳ----- ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ  ତହସିଲ କାର୍ଯ୍ୟାଳୟ ପରିସରରେ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି । ମଧୁବାବୁଙ୍କ ତୈଳଚିତ୍ରରେ ସମସ୍ତ ଆଇନଜୀ...

ପଞ୍ଚାୟତ ପକ୍ଷରୁ ବାସୁକେରା ଗ୍ରାମ ରାସ୍ତା ସଫା

07:56
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଭୂତାଣୁ ଯୋଗୁ ଲକ ଡାଉନ ଜାରି କରାଯାଇଛି । କରୋନାକୁ ରୋକିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ପଦକ୍ଷେପ ଗ୍ରହଣ ନେଇଛନ୍ତି...

ଦିନ ଦ୍ବିପହରରେ ଦୁଆର ଆଗରୁ ମଟର ସାଇକେଲ ଚୋରି ; ପୋଲିସ କୁ ପୁଣି ଚାଲେଞ୍ଜ

04:30
 ଓଡ଼ଗାଁ - ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଚୋର ମାନଙ୍କର ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂଚନା ଅନୁଯାୟୀ ଆଜି ଦିନ ଦୁଇ ଘଟିକା ସମୟରେ ମ...

କରୋନା ଯୋଦ୍ଧା ମାନଙ୍କୁ ସମ୍ବଦ୍ଧିତ କଲେ ସାମାଜିକ କର୍ମୀ

03:55
ସାକ୍ଷୀଗୋପାଳ ----  ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସତ୍ୟବାଦୀର କିଛି ସାମାଜିକ କର୍ମୀ ମାନେ ସତ୍ୟବାଦୀର କରୋନା ଯୋଦ୍ଧା ମାନଙ୍କୁ ସମ୍ବଦ୍ଧିତ କରିଛ...

ଓଡ଼ଗାଁରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ; ୨୦ ୟୁନିଟ ରକ୍ତ ସଂଗ୍ରହ

00:50
ଓଡ଼ଗାଁ - କରୋନା ମହାମାରୀରୂପକ ଘଡିସନ୍ଧି ମୁହୂର୍ତ୍ତରେ ରକ୍ତ ସମସ୍ତ ରକ୍ତ ଭଣ୍ଡାରରେ  ଅଭାବ ଦେଖାଯାଇଛି । ଯେପରି ଜଣେ ବି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅସୁବିଧା...

ଅସହାୟ ଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ଖୁଆଇଲେ ପୋଲିସ କନେଷ୍ଟବଳ

09:59
  ବାଲିଗୁଡା --- ଏବେବି ମଣିଷ ପଣିଆ ବଞ୍ଚିଛି ।  କୋରନା ମହାମାରୀ ଯୋଗୁଁ ଦେଶ ରେ ଲକଡାଉନ ଜାରି ରହିଛି । ବିଭିନ୍ନ ସ୍ଥାନ ରେ ଫସି ରହିଛନ୍ତି ରାଜ୍ୟ ବାହାର  ଲୋକେ । ଏ...

ଏଫ . ଇ. ଏସ , ଦ୍ୱାରା କରୋନାଯୁଦ୍ଧର ପ୍ରକୃତ ହିରୋଙ୍କୁ ସମ୍ବର୍ଦ୍ଧନା

09:46
:ଓଡ଼ଗାଁ -----ଆଜି ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ପରିସରରେ ଜାତୀୟ ସ୍ତରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ  (FES),ଆନନ୍ଦ ,ଗୁଜୁରାଟ ଙ୍କ ଦ୍ୱାରା କରୋନା ମୁ...

ସଫେଇ କର୍ମଚାରୀଙ୍କ ମୃତ୍ୟୁ

08:59
କୃଷ୍ଣପ୍ରସାଦ --- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ସିଆଣ୍ଡି ଗ୍ରାମ ପଞ୍ଚାୟତରେ ଜଣେ ସଫେଇ କର୍ମଚାରୀ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କ ନାମ...

ପ୍ରଧାନମନ୍ତ୍ରୀଙ୍କ ପାଣ୍ଟିକୁ ୧୦ହଜାର ଟଙ୍କା ପ୍ରଦାନ

08:58
କୃଷ୍ଣପ୍ରସାଦ --- ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକ ସିଆଣ୍ଡି ପ ଞ୍ଚାୟତ ଅଧିନସ୍ଥ ଅଣୁଆଁ ଗ୍ରାମର ଯୁବ ସମାଜସେବୀ ତଥା ବ୍ଳକ ବିଜେପି ଯୁବମୋର୍ଚ୍ଛା ସଂଯ...

ଏସ୍‌ଏଚ୍‌ଜି ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

08:57
କୃଷ୍ଣପ୍ରସାଦ ---କରୋନା ପାଇଁ ମାସ୍କକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ବଜାରରେ  ମାସ୍କ ଗୁଡିକର ମୁଲ୍ୟ ଅଧିକ ହୋଇଥିବାରୁ ଗରିବଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛ...

Blog Archive

Popular Posts