Breaking News

୪୦ ହଜାର ଗଞ୍ଜେଇ ଗଛ କଟାହେଲା

କନ୍ଧମାଳ---
କନ୍ଧମାଳ ଜିଲ୍ଲା ବାଲିଗୁଡା ର  ସିନ୍ଦରିଗାଁ ଗ୍ରାମ ପଞ୍ଚାୟତ ଓ ବୁଦୃକିଆ  ଗ୍ରାମ ପଞ୍ଚାୟତରେ ଏସଡିପିଓ  ବାଲିଗୁଡା ଙ୍କ ନେତୃତ୍ୱରେ ଏହି ଦୂଇ ପଞ୍ଚାୟତରେ ହୋଇଥିବା  ଗଞ୍ଜେଇ ଗଛ କଟା ଯାଇଛି ।  ପ୍ରାୟ ୪୫ ହେକ୍ଟର ଜାଗାରେ ୪୦ ହଜାର ଗଛ କାଟିବାରେ  ପୋଲିସକୁ ବଡ  ସଫଳତା ମିଳିଛି  ।   ଏହାର ଆନୁମାନିକ ମୂଲ୍ୟ  ୧୬ କୋଟି ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ଏଥିରେ ଏସଡିପିଓ ନୀତିନି କୁଶଳ କର ,ଡିଏସପି ସୁନାରିମ ଆମ୍ରୋମ ଅବକାରି ବିଭାଗ ଏ ଏସ ଆଇ କୌଶ୍ଯଲା ,  ଆଇ ଆଇ ସି ରମାକାନ୍ତ ପାତ୍ର ଓଆଇ ସି ପ୍ରଫୁଲ କୁମାର ବେହେରା ଙ୍କ ସମେତ ସିଆରପି ଏଫ  ଯବାନ ଏଥିରେ ସାମିଲି ହୋଇଥିଲେ ।ମାପିଆ ଙ୍କ ଉତ୍ପାତ ବଢୁଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ଅଣ୍ଟା ଭିଡି  ଗଞ୍ଜେଇ ଗଛ କାଟିବାରେ ସଫଳତା ପାଇଛନ୍ତି-।।
କନ୍ଧମାଳରୁ ମନୋଜ ପଣ୍ଡା
4o Hajar ganjei gachha kata hela
News By - Monoj panda ( Kandhamala )
Sakhigopal News
Kandhamala News

Blog Archive

Popular Posts