Breaking News

ବାଲିଗୁଡା ବିଡିଓଙ୍କ ମନମୁଖୀ କାର୍ଯ୍ଯରେ ଅସନ୍ତଷ୍ଟ ହୋଇ ବ୍ଳକରେ ପଡିଲା ଚାବି

ବାଲିଗୁଡା/ କନ୍ଧମାଳ----ବାଲିଗୁଡା ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ଵାଡମେମ୍ବର ମାନେ ବିଡିଓଙ୍କ ମନମୁଖୀ କାର୍ଯ୍ଯକାଳାପରେ ଅସୋନ୍ତୋଷ ହୋଇ ପଞ୍ଚାୟତ ସମିତି କ୍ରଯ୍ଯାଳୟର ମୂଖ୍ଯ ଗେଟରେ ଚାବି ପକାଇବା ସହ ବିକ୍ଷୋଭ ପ୍ରର୍ଦଶନ।  ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରମୋଦ ମଲିକ ଏହାର ନେତୃତ୍ଯ ନେଇଥିଲେ । ବିଡିଓ ପଞ୍ଚାୟତର କୈଣସି କାଯ୍ୟକୁ ସରପଞ୍ଚ,ସମିତିସଭ୍ୟଙ୍କ ସହିତ ଆଲୋଚନା ନକରି କାଯ୍ୟ କରୁଥିବାରୁ ସେମାନେ ଅସୋନ୍ତୋଷ ହୋଇ ବ୍ଳକ ସମୁଖରେ ତାଲା ପକାଇଥିବା ପ୍ରକାଶ କରିଛନ୍ତି  ।  ସ୍ଥାନୀୟ ପୋଲିସ ଏଥିରେ ହସ୍ତକ୍ଷେପ କରିବା ପରେ ବିଡିଓ  ସମସ୍ତ ସମିତି ସଭ୍ୟ, ସଭ୍ଯା ,ସରପଞ୍ଚ,ବ୍ଳକ ଅଧ୍ୟକ୍ଷଙ୍କୁ ନେଇ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ ।ପରେ ବିଡିଓଙ୍କୁ ଏ ବିସୟରେ  ପଚାରିବାରୁ ସେ କହିଥିଲେ  ବୈଠକରେ ସବୁ ସମାଧାନ ହୋଇଯିବ, ସମସ୍ତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଅନ୍ଯପକ୍ଷେ ବ୍ଳକ ଅଧ୍ୟକ୍ଷ ପ୍ରମୋଦ ମଳିକ ପ୍ଚାରିବାରୁ ସେ କହନ୍ତି ବିଡିଓ  ଆମ ସହିତ ଆଲୋଚନା ନକରି  ପୂର୍ବ ଭଳି ମନମୁଖୀ କାଯ୍ୟ କରନ୍ତି ତାହାହେଲେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଚେତାବନୀ ଦେଇଛନ୍ତି ।
ବାଲିଗୂଡାରୁ ବନବାସୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା

Blog Archive

Popular Posts