୧୯୮୮ବ୍ୟାଚରଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଓ ଗୁରୁପ ୂ ଜା
ଡେଲାଙ୍ଗ------ଡେଲାଙ୍ଗ ବ୍ଲକର ଜେନାପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରଦେବ୍ ଉଚ୍ଚ ବିଦ୍ଯୀଳୟର ୧୯୮୮ ବ୍ୟାଚର ଛାତ୍ର ଛାତ୍ରୀମାନଙ୍କ ବ୍ନ୍ନ୍ଦୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଗାଁ ଦାସିଆ ବାଉରି ପୀଠରେ ବିଦ୍ୟାଳୟର ପ୍ରଧାନ ଶୀକ୍ଷକ ବିଭୂତି ଭୂଷଣ ହୋତାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଗୁରୁପୂଜା କରିବା ସହ ଗୁରୁବନ୍ଦନା ଓଉପଢୌକନ ଦେଇ ଗୁରୁଜୀ ଗୂରୁମା ମାନଙ୍କୁ ସମ୍ବଦ୍ଧିତ କରିଥିଲେ । ଗୁରୁ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶିକ୍ଷକ ପ୍ରଦୀପ କୁମାର ଜେନା ,ଦିଜବର ବେହେରା, ପ୍ରଶାନ୍ତ କୂମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଥିଲେ । ସେହିପରି ଛାତ୍ର ରଞ୍ଜନ ସାହୁ, ପ୍ରସନ୍ନ ଲେଙ୍କା ଛାତ୍ରୀ ହରପିୟି ପାଣି, ପ୍ରତିମା ମହାରଣା ପ୍ରମୂଖ ଯୋଗଦେଇ ଏହି କାର୍ଯ୍ଯକ୍ରମ ପ୍ରତିବର୍ଷ କରିବା ପାଇଁ ନିଷ୍ଫତି ନେଇଥିଲେ । କାର୍ଯ୍ୟକ୍ରମକୁ ମନେ ରଖିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି