>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ପୋଷ୍ଯ ସନ୍ତାନ ଗ୍ରହଣ ସଚେତନତା ରଥକୁ ସତ୍ଯବାଦୀରେ ସ୍ବାଗତ

    ସାକ୍ଷୀଗୋପାଳ---- ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥ ସତ୍ଯବାଦୀରେ ଗଡିଲା । ଏହି ସଚେତନତା ରଥକୁ ବିଡିଓ ଡ.ଗୌରବମୟ ପ୍ରଧାନ , ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀ ପ୍ରେମ ବାଳା ତ୍ରିପାଠୀ ପତକା ହଲାଇ ଶୁଭାରମ୍ଭ କରିଛନ୍ତି । ମହିଳା ଓ ଶିଶୁ ବିକିଶ ଏବଂ ମିଶନ ଶକ୍ତି ବିଭାଗ ଓଡିଶା ସରକାରଙ୍କ ମିଳିତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ୧୪ରୁ ୨୦ ତାରିଖ ପର୍ଯ୍ଯନ୍ତ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସୁ ସଜିତ ରଥ ପରିକ୍ରମା କରୁଛି । ପୋଷ୍ୟ ସନ୍ତାନ ଗ୍ରହଣ  ସ୍ନେହ ଓ ବନ୍ଧନର ପ୍ରତୀକ ,ଶିଶୁଙ୍କୁ ତାଙ୍କ ଅଧିକାର ଦେବା,ଶିଶୁ ସୁରକ୍ଷା, ଶିଶୁ ଚାଲଣ ରୋକିବା ଆଦି ସମ୍ପର୍କରେ ଏକ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ବିଭିନ୍ନ ଅଙ୍ଗନଵାଡି କର୍ମୀ ମାନେ ଉପସ୍ଥିତ ଥିଲେ  । ପରିଦର୍ଶୀକା ଦେବକୀ ସାହୁ , କଳ୍ପନା ମହାପାତ୍ର ଓ ମିତା ନାଗ ପରିଚାଳନା କରିଥିଲେ ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
    Posya Santana grahana sachetanata rathaku satyabadire swagat
    By - Dhirendra Senapati - Sakhigopal 
    Sakhigopal News

    Blog Archive

    Popular Posts