Breaking News

ବୀରରାମଚନ୍ଦ୍ରପୁରରେ ଧବଳେଶ୍ବର ମେଳା ଅନୁଷ୍ଠିତ

ସାକ୍ଷୀଗୋପାଳ-- ପୁରୀ ଜିଲ୍ଳାର ସତ୍ଯବାଦୀ ବ୍ଳକର ବୀରରାମଚନ୍ଦ୍ରପୁରରେ ପୂଜା ପାଉଥିବା ଧବଳେଶ୍ବରଙ୍କ ପୀଠରେ ମେଳା ଅନୁଷ୍ଠିତ ହୋଇଯାଇଛି ।  ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସକାଳୁ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁର ଦର୍ଶନ କରିବା ସହ ଫୁଲ,ଦୀପ,ଖଇକୋରା, କଦଳୀ ଓ ଚୁଡାଘଷା ଭୋଗ ଲଗାଇଥିଲେ । ମେଳା ପଡିଆରେ ଭୋଗ ଦେକାନ ସହ ଘର ଉପକରଣ, ଜଳଖିଆ ,ପିଲାଙ୍କଖେଳନା ଓମନୋହରୀ ଦେଖାନ ପଡିଥିଲା । ମେଳା ପଡିଆରେ ଗହଳି ଚହଳି ଲାଗିଥିଲା । ଠାକୁରଙ୍କ ପାଦୁକ କୁଣ୍ଡରୁ  ପାଦୁକ ପାଇବା ପାଈଁ ଗହଳି ଲାଗିଥିଲା । ମେଳା ପଡିଆରେ ଶାନ୍ତି ଶୃଙ୍ଖଳା ପାଇଁ ସତ୍ଯବାଦୀ ପୋଲିସ ଉପସ୍ଥୀତ ରହିଥିଲେ ।ସଂଧ୍ଯାରେ ଭଜନ ପରିବେଷଣ କରାଯାଇଥିଲା ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Biraramchandrapur dhabaleswar mela anusthita
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts