ଦାସିଆ ବାଉରି ପୀଠରେ ଭଜନ ସଂଧ୍ଯା
ପିପିଲି---- ଜଗନ୍ନାଥଙ୍କ ପରମ ଭକ୍ତ ଭାବେ ପରିଚିତ ପିପିଲି ବ୍ଳକ ଅନ୍ତର୍ଗତ ବାଲିଗାଁ ସ୍ଥିତ ଦାସିଆ ବାଉରି ପୀଠରେ ରାସ ପୁର୍ଣ୍ଣମି ଅବସରରେ ଭଜନ ସଂଧ୍ଯା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ଯକ୍ରମକୁ ପିପିଲି ଆତ୍ମାର ସଭାପତି ତଥା ତେଇସିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ଯୁବନେତା ଧରଣି ଧର ସାହୁ ଓ ସରପଞ୍ଚ ନରେନ୍ଦ୍ର ଦାଶ ଓ ଅଧ୍ଯାପକ ଘନଶ୍ୟୀମ ସ୍ବାଇଁ ପ୍ରମୂଖ ଜଗନ୍ନାଥଙ୍କ ପାଖରେ ଫୁଲ ଓ ଦୀପ ଦେଇ ଭଜନ ସଂଧ୍ଯାକୁ ଉଦ୍ଘାଟନ କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ଯନ୍ତ କଳାକାର ମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା ।
ପିପିଲିରୁ ବିଜୟ ମହାପାତ୍ର
Dasia Bauri Pithare Bhajan Sandhya
ପିପିଲିରୁ ବିଜୟ ମହାପାତ୍ର
Dasia Bauri Pithare Bhajan Sandhya
News By - Bijaya Mahapatra ( Pipili )
Sakhigopal News