>>
  • ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଯୈ।ନ ଉତ୍ପୀଡନ ନିବାରଣ ଉପରେ କର୍ମଶାଳ
  • >>
  • ପାଲା ଗାୟକ ସ୍ଵର୍ଗତ ଗୁରୁ କେଳୁଚରଣ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
  • >>
  • ରେମଣ୍ଡା ର ସମାଜସେବୀ ଜପେଶ୍ୱର ସାହୁ ଦେହାନ୍ତ
  • >>
  • ଅପହରଣ କରିବା ପରେ , ମାଲିକ ଗିରଫ
  • >>
  • ଅଶାନ୍ତ ହୋଇଉଠିଛି ଜଟଣୀ ସହର , ପୋଲିସର ନିଷ୍କ୍ରିୟତା ପାଇଁ ସକ୍ରିୟ ହୋଇ ଉଠିଲେଣି ଅସାମାଜିକ ଯୁବକ
  • >>
  • ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ; ବିଶେଷ ଆକର୍ଷଣ ସାଜିବ ୩୫ ଫୁଟର ମୁର୍ଣ୍ଣୟ ଗଣେଶ ମୂର୍ତ୍ତି
  • >>
  • ପୂର୍ବତଟ ରେଲୱେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରବନ୍ଧକ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ
  • >>
  • ନିଷ୍ଠା ପରିବାର ତରଫ ରୁ ମାନସିକ ରୋଗଗ୍ରସ୍ତ ମହିଳା ଉଦ୍ଧାର , ଥଇଥାନ ପାଇଁ ଅଂଚଳବାସୀ ଙ୍କ ପ୍ରଶଂସା
  • >>
  • ଗଛ ଲଗାଅ ପ୍ରକୃତି ବଞ୍ଚାଅ: ଲରମ୍ଭା କଲେଜରେ ବନମହୋତ୍ସବ ପାଳିତ
  • >>
  • ଟ୍ରେନ୍ ଧକ୍କାରେ ଟ୍ରାକ୍ଟର ଦୁଇଫାଳ , ଅଳ୍ପକେ ରକ୍ଷା ପାଇଲେ ଟ୍ରେନ ଯାତ୍ରୀ
  • >>
  • ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଆନୁକୁଲ୍ୟରେ ବାଲ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ
  • ବାବା ତ୍ରିଲୋଚନଙ୍କର ମନ୍ଦିର ପ୍ରତିଷ୍ଠା

     Establishment of Baba Trilochan's temple
    ବରଗଡ଼: ବରଗଡ ଜିଲ୍ଲା ଅତାବିରା ବ୍ଲକ ସିଲେଟ ପଞ୍ଚାୟତ  ସିଲେଟ ଗ୍ରାମରେ ଦେବଦେବ ମହାଦେବ ତ୍ରିଲୋଚନ ବାବାଙ୍କର ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା  ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥି ସହ ନିକଟସ୍ଥ ଜଳାଶୟକୁ (ବନ୍ଧ)  ବିବାହ କରାଯାଇଛି । ଏଥିରେ କର୍ତ୍ତା ଭାବରେ ଶିଶିର ସାହୁ ଓ ଲଳିତା ସାହୁ,  ଭୁବନ ଓ ଧନମତୀ କାର୍ଯ୍ୟ ତୁଳାଇ ଥିଲେ । ଏହା  ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା । ପୂଜକ ଭାବରେ ପଣ୍ଡିତ ପ୍ରଶାନ୍ତ ଦାଶ ,ଅସିତ ପାଢୀ ଓ ତାଙ୍କର ସହଯୋଗୀ ଯୋଗଦେଇଥିଲେ ।  ବିଧିବିଧାନ ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ବଧ  ଦର୍ଶଙ୍କକୁ ଆକର୍ଷିତ କରିଥିଲା । ଗ୍ରାମର ଚକ୍ରଧର ଥପା,ଇନ୍ଦ୍ରଜିତ ମିର୍ଧା, ହାଡୁ ବଗର୍ତୀ, ଅଜିତ ପଶାୟତ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖରୁ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୨୬/୪/୨୦୨୨, ୮,୩୦  Sakhigopal News,26/4/2022

    Blog Archive

    Popular Posts