Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ତୁତୀୟ ଦିବସ ଶୁକଳ ଓ ନରେନ୍ଦ୍ରପୁର ଦଳବିଜୟୀ

Panchayat level Premier League cricket match; Shukla and Narendrapur won the third day

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ମ୍ୟାଚର ତୁତୀୟ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ଶୁକଳ ସହିତ ଅଳଗୁମ କ୍ରିକେଟ ଦଳ ମଧ୍ୟରେ । ଅନ୍ୟ ମ୍ୟାଚଟି  ବୀରରାମଚନ୍ଦ୍ରପୁର କ୍ରକେଟ କ୍ଳବ  ସହିତ ନରେନ୍ଦ୍ରପୁର କ୍ରିକେଟ କ୍ଳବ ମଧ୍ୟରେ । ପ୍ରଥମ ମ୍ୟାଚରେ ଅଳଗୁମ କ୍ରିକେଟ କ୍ଳବ ଟଚ ଜିତି ନିର୍ଦ୍ଦାରିତ ୭ ଓଭରରେ  ସମସ୍ତ ଉଇକେଟ ହରାଇ ୪୦ ରନ କରିଥିଲେ । ଜବାବରେ ଶୁକଳ କ୍ରିକେଟ ଦଳ  ୪ଓଭର ୫ଟି ବଳରେ କୌଣସି ଉଇକେଟ ନହରାଇ  ୪୧ ରନ କରି ବିଜୟୀ ହୋଇଛି ।  ସେହିପରି ଦୁତୀୟ  ମ୍ୟାଚ ବୀରରାମଚନ୍ଦ୍ରପୁର ସହିତ ନରେନ୍ଦ୍ରପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି  ନରେନ୍ଦ୍ରପୁର ଦଳ ଫିଲିଡିଂ କରିଥିଲା  ପଥମେ ବୀରରାମଚନ୍ଦ୍ରପୁର ଦଳ ୮ ଓଭରରେ ୭ ଉଇକେଟ ହରାଇ ୪୦ ରନ କରିଥିଲେ ।  ଜବାବରେ ନରେନ୍ଦ୍ରପୁର ଦଳ ୭ ଓଭର ୫ଟି ବଲରେ ୯ ଉଇକେଟ  ହରାଇ ୪୨ ରନ କରିଥିଲେ । ମ୍ୟାଚ ପରିଚାଳନା କରିଥିଲେ  ଦେବୀଦତ୍ତ ମଲ୍ଲିକ ଓ ବିଜୟରାଜ ଚମ୍ପତି । ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସମ୍ପାଦକ ମନୋରଜ୍ଞନ ରଥଙ୍କ ସହିତ ଆକାଶ ମହାପାତ୍ର, ବିଜୟରାଜ ମହାଦେବିଦତ୍ତ ମଲ୍ଲିକ, ସତ୍ୟଜିତ ନାୟକ, ଶିବ ନାରାୟଣ ମହାନ୍ତି, ନ୍ତି ଓ ବିଭୁଦତ୍ତ ମଲ୍ଲିକ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୨----୯,୩୦  Sakhigopal News, 19/4/2022

Blog Archive

Popular Posts