Breaking News

ଅଗ୍ନିକାଣ୍ଡ ରେ ଜଳିଗଲା ଗୁହାଳ

The cave was engulfed in flames


ଭଞ୍ଜନଗର--ଗାଙ୍ଗପୁରୁ ଥାନା ଅନ୍ତର୍ଗତ ନୂଆଁ ବୋରି ଗାଁ ରେ  ଅଗ୍ନିକାଣ୍ଡ ରେ ଏକ ଗୁହାଳ ଜଳିଯାଇଛି । ପ୍ରମୋଦ ସ୍ବାଇଁ ଙ୍କ ଗୁହାଳ ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ  ଭଂଜନଗର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇଥିଲେ । ଅଗ୍ନିକାଣ୍ଡ ର କାରଣ ଜଣା ପଡିନଥିବା ବେଳେ ଏହି ଅଗ୍ନିକାଣ୍ଡରେ କୈାଣସି ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡ ର ପ୍ରକୋପ ଏତେ ଥିଲା ଯେ ପାଖରେ ଥିବା ନଡ଼ିଆ ଗଛଗୁଡ଼ିକ ଜଳି ଯାଇଥିଲା ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୩୦/୪/୨୦୨୨---୮,୪୦  Sakhigopal News,30/4/2022

Blog Archive

Popular Posts