>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ଡେଲାଙ୍ଗ ଗାଦିବ୍ରହ୍ମ ଡ୍ରିଗୀ ମହାବିଦ୍ୟାଳୟ ପରିସରରେ ବ୍ଳକ ସ୍ଥରୀୟ ସ୍ୱାସ୍ଥ୍ୟ ମେଳା

     Block level health fair on the premises of Delang Gadibrahma Drigi College

    ସାକ୍ଷୀଗୋପାଳ -----ଡେଲାଙ୍ଗ ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ବୁଧବାର ୨୦ ତାରିଖ ଦିନ ଗାଦିବହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।  ଏହାର ଆୟୋଜକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡେଲାଙ୍ଗ । ମାତ୍ର ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ଷ୍ଟେସନସ୍ଥିତ ର୍ଡପୁର ଠାରେ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ଦ୍ୟମ କରାଯାଇଥିଲା । କାରଣ ଯେଉଁ ସ୍ଥାନରେ କରାଯାଇଥାନ୍ତା ସେହି ସଂସ୍ଥା ବିଭିନ୍ନ ଅନିତିରେ ଜଡିତ ରହିଛି । ମାତ୍ର ଏହି ସଂସ୍ଥାକୁ ଘଣ୍ଟ ଘୋଡାଇବା ପାଇଁ ବ୍ଳକ ପ୍ରଶାସନର କିଛି ଅଧିକାରୀ ମାନେ ସାମିଲ ରହିଛନ୍ତି । ମାତ୍ର ଡେଲାଙ୍ଗ ହାଟ ବଜାର ଅଞ୍ଚଳର ଓ ବିଭିନ୍ନ ପଞ୍ଚାୟତର ଜନସାଧାରଣ ସେଠାରେ ନ କରିବା ପାଇଁ ଅଭିଯୋଗ କରିବା ସହ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବାରୁ ଶେଷରେ ବ୍ଳକ ପ୍ରଶାସନ ନିରାଶ ହୋଇ ଗାଦିବ୍ରହ୍ମ ମହାବିଦ୍ୟାଳୟ ପରିସରରେ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେ ଯାହା କିଛି ହେଉନା କାହିଁକି  ଏଠାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନତା, ବିଶେଷଜ୍ଞ ଡାଙ୍କର ମାନଙ୍କ ଦ୍ୱାରା ପରାମର୍ଶ, ପରୀକ୍ଷା, ଔଷଧ ପ୍ରଦାନ କରାଯିବ ଏହା ସହିତ କୋଭିଡ ଟୀକା କରଣ, ଯୋଗ, ଫିଜୋଥୋରାପି, ଟେଲିମେଡିସିନ  ପ୍ରଦାନ କରାଯିବ ବୋଲି ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୨---୫,୪୦  

    Sakhigopal News, 20/4/2022

    Blog Archive

    Popular Posts