ଗବକୁଣ୍ଡ ହାଟ ପଡିଆ ଠାରେ ଦୁଇଦିନ ଧରି ଗବକୁଣ୍ଡ ନୃତ୍ୟ ମହୋତ୍ସବ ଅନୁଷ୍ଠିତ
The Gabkunda Dance Festival is being held for two days at the Gabkunda Hat Padia
ସାକ୍ଷୀଗୋପାଳ--- ସତବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ହାଟ ମେଳଣ ପଡିଆ ପରିସରରେ ଦୁଇ ଦିନ ଧରି ଗବକୁଣ୍ଡ ମହୋତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ କଳାକାର ମାନେ ସେମାନଙ୍କ ନୃତ୍ୟୁ ପରିବେଷଣ କରିଥିଲେ । ରାମହରି ଓଡିଶୀ ଗୁରୁକୁଳର = ଛାତ୍ରୀ ଅଙ୍କିତା ଅଭିଷିକ୍ତା ଚୌଧୁରୀଙ୍କ ଓଡିଶୀ ନୃତ୍ୟୁ ବେଶ କିଛି ସମୟ ଧରି ଦର୍ଶକଙ୍କ ମନ ମୋହିନେଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୨---୮.୪୦
Sakhigopal News, 28/4/2022