Breaking News

ପୁତୁରା ମାଡରେ ଦାଦା ଆହତ

Grandfather injured in son's mud

ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଦୁଗଲ ଗ୍ରାମର ପୁତୁରା ମାଡରେ ଦାଦା ଆହତ ହୋଇଥିବା ନେଇ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ନିଶାନାଥ ବେହେରା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପୁତୁରା ସନାତନ ବେହେରା ପୂର୍ବ ଶ୍ରତୃତାକୁ ନେଇ  ଗାଳିମନ୍ଦ କରିବା ସହ ମାରଧର କରୁଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ୧୧୪/୨୦୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୦୨୨---୪,୪୦   

Sakhigopal News, 18/4/2022

Blog Archive

Popular Posts