87 students failed the test
ସାକ୍ଷୀଗୋପାଳ,---- ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଥିବାରୁ ସତ୍ୟବାଦୀରେ ୮୭ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ନେଇ ନୋଡାଲ ସେଣ୍ଟରର ଇନିଚାର୍ଯ୍ୟ ଶିକ୍ଷକ ସତ୍ୟବାଦୀ ଦାଶଙ୍କ ଠାରୁ ସୁଚନା ମିଳିଛା ସତ୍ୟବାଦୀ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ଏହି ନୋଡାଲ ସେଣ୍ଟର ଅଧୀନରେ ୮ଟି ସେଣ୍ଟର ୧୩୦୯ ଜଣ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ଦେବାରଥିଲା । ସେମାନଙ୍କ ମ୍ମରୁ ୧୨୫୬ ଜଣ ରେଗୁଲାର ଛାତ୍ର ଛାତ୍ରୀ ମାନଙ୍କ ମ୍ମରୁ ୮୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ସେହିପରି ମୁକ୍ତ ବିଦ୍ୟାଳୟ ୫୩ ଜଣ ପରୀକ୍ଷା ଦେବାପାଇଁ ରହିଥିବା ବେଳେ ୫୧ ଜଣ ପରୀକ୍ଷା ଦେଲେ ୨ ଜଣ ଅନୁପସ୍ଥିତ ରହିଛନ୍ତି । ଅତିରିକ୍ତ ନୋଡାଲ ସେଣ୍ଟର ଦାୟତ୍ୱରେ ରହିଛନ୍ତି ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୨---୮,୪୫ Sakhigopal News,29/4/2022