ଶ୍ରୀ ଅଲେଖ ପହି ହେବେ ନୟାଗଡ଼ ଏସପି
Mr. Alekh Pahi will be the Nayagarh SP.
ନୟାଗଡ଼:- ନୟାଗଡ଼ ଏସପି ଶ୍ରୀ ସିଦ୍ଧାର୍ଥ କଟାରିଆ ଙ୍କ ଖୋର୍ଦ୍ଧା ଜିଲ୍ଲା କୁ ବଦଳି ପରେ ଖୋର୍ଦ୍ଧା ଜିଲ୍ଲା ର ଏସପି ଶ୍ରୀ ଅଲେଖ ପହି ଙ୍କୁ ନୟାଗଡ଼ ଏସ୍ପି ରୂପେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ତେବେ ଏଇ କିଛି ଦିନ ଭିତରେ ସେ ନୟାଗଡ଼ ରେ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ/ନୟାଗଡ଼
ତା:- ୨୯/୪/୨୨----୧୦--୩୫ Sakhigopal News,29/4/2022