ସତ୍ୟବାଦୀ ଥାନାରେ ନୂତନ ଥାନା ଆଇଆଇସି ଯୋଗଦେଲେ
The new IIC joined the Satyavadi police station.
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନାରେ ନୂତନ କରି ପୁରୀ ଏସପିଙ୍କ ଦିର୍ଦ୍ଦେଶ କ୍ରମେ ଅରଖକୁଦା ସାମୁଦ୍ରିକ ଥାନାର ଆଇଆଇସି ବିଜୟ କେତନ ବେହେରା ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଉପସ୍ଥିତିରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେହିପରି ସତ୍ୟବାଦୀ ଥାନାରେ ଥିବା ଆଇଆଇସି ଦିଲ୍କୀପ କୁମାର ଧଳ ଅରଖକୁଦ ଥାନାରେ ଯୋଗ ଦେବେ ବୋଲି ଜଣାପଡିଛି । ନୂତନ ଆଇଆଇସି ଯୋଗ ଦେଇ କହିଛନ୍ତି ସତ୍ୟବାଦୀରେ ଅସମାଜିକ ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨---୪,୫୫