>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର.... ସ୍ବାମୀ ଗିରଫ

    Woman's hanging body rescued from forest .... Husband arrested
    ଭଞ୍ଜନଗର - ଜଙ୍ଗଲରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଧାର ଘଟଣାରେ ସ୍ବାମୀ ଗିରଫ । ତାଙ୍କ ନାମ ରବିନ୍ଦ୍ର କୁମାର ପାତ୍ର ।  ତାରସିଂ ଥାନା ପୋଲିସ ରବିନ୍ଦ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା  ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୂଚନା ମିଳିଛି   । ଖବର ଅନୁସାରେ ଗତ ୨୧ ତାରିଖରେ  ବଡଗୁଣ୍ଡୁରିବାଡି   ରବିନ୍ଦ୍ର କୁମାର ପାତ୍ର ଙ୍କ ସ୍ତ୍ରୀ ଆଶା ପାତ୍ର(୩୦) ଙ୍କ ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଦେଖି  କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ତାରାସିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ । ନିକଟସ୍ଥ ତୋଲଡି ଗାଁ ର ମଦନ ପ୍ରଧାନ ଙ୍କ ଝିଅ ଆଶା ପାତ୍ର , ଗତ ୨୦୦୫ ମସିହାରେ ବଡଗୁଣ୍ଡୁରିବାଡି ଗାଁ ର ରବିନ୍ଦ୍ର କୁମାର ପାତ୍ର ଙ୍କୁ ବିବାହ କରିଥିଲେ । ତାଙ୍କର ୧୪ ବର୍ଷର ଗୋଟିଏ ପୁଅ ଓ ୧୨ ବର୍ଷର ଗୋଟିଏ ଝିଅ ଅଛନ୍ତି । ପାରିବାରିକ ଅସନ୍ତୋଷ କୁ କେନ୍ଦ୍ରକରି , ଆଶା ନିଜେ ବେକରେ ଲୁଗା ବାନ୍ଧି,  ଆତ୍ମହତ୍ୟା କରିଥିବା କୁହାଯାଇଥିଲା ।  ଏନେଇ ମୃତ ମହିଳାଙ୍କ ବାପା ,  ଝିଅକୁ ପିଟିପିଟି ମାରି ଦେଇଥିବା ନେଇ ସ୍ବାମୀ ରବିନ୍ଦ୍ରଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ   । ୨୧.୪.୨୦୨୨ତାରିଖ ଠାରୁ ରବିନ୍ଦ୍ର ଫେରାର ରହିଥିଲା । ଶୁକ୍ରବାର ତାରସିଂ ପୁଲିସ ସ୍ବାମୀ ରବିନ୍ଦ୍ର  ଗ୍ରାମରେ ଥିବାର ଖବର ପାଇ ରବିନ୍ଦ୍ରର ଘର ଉପରେ ଚଢାଉ କରିଥିଲା । ଅଭିଯୁକ୍ତ ରବିନ୍ଦ୍ରକୁ ଗିରଫ କରିବା ସହ କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ,  ଥାନାଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୪/୨୦୨୨ ---୪,୧୦  Sakhigopal News,24/4/2022

    Blog Archive

    Popular Posts