Breaking News

କାର୍ମିକ ରତ୍ନ-୨୦୨୨"ରେ ସମ୍ମାନିତ ହେଲେ ପ୍ରଦୀପ୍ତ କୁମାର ପାଟସାହାଣୀ


Pradeep Kumar Patsahani was honored with the Karmik Ratna-2022 "

ଶ୍ରୀ ଶୁଭକୃଥ ଉଗାଡି ବିଶାଖା ସମାଚରମ ଉପାଧି କମିଟି ତରଫ ରୁ ଆଜି ବିଶାଖାପାଟଣା ସ୍ଥିତ ଡାକ୍ତର ୱାଇ.ଭି.ଏସ. ମୂର୍ତ୍ତି ଅଡ଼ିଟୋରିଉମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେ ପୂର୍ଵତଟ ରେଲୱେ ଶ୍ରମିକ ୟୁନିଅନ ର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀ କୁଁ "କାର୍ମିକ ରତ୍ନ-୨୦୨୨" ଉପାଧି ରେ ସମ୍ମାନିତ କରାଯାଇଛି। ଟ୍ରେଡ ୟୁନିୟନ କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ପାଇଁ  କମିଟି ତରଫରୁ ଶ୍ରୀ ପାଟସାହାଣୀ କୁଁ ୨୦୨୨ ର ସର୍ବୋତ୍ତମ ଶ୍ରମିକ ନେତା ରୂପରେ ମନୋନିତ କରାଯାଇଛି।ପ୍ରଥମ ଅଣତେଲଗୁ ତଥା ପ୍ରଥମ ଓଡ଼ିଆ ହିସାବରେ ଶ୍ରୀ ପାଟସାହାଣୀ ଏହି ସମ୍ମାନ ର ଗୌରବ ମଣ୍ଡନ କରିଛନ୍ତି ।ଏହି ଉପାଧି ମହୋତ୍ସବ ରେ  ମୁଖ୍ୟ ଅତିଥି ଭାବେ ଶ୍ରୀ ଶୁଭକୃଥ ଉଗାଡି ବିଶାଖା ସମାଚରମ ର ସଭାପତି ଯୋଗ ଦାନ କରିବା ସହ ଉପାଧି ପ୍ରଦାନ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୪/୨୦୨୨ --୮,୦୦  Sakhigopal News,18/4/2022

Blog Archive

Popular Posts