Breaking News

ପରିବାର ମଧ୍ୟରେ ପାଟିତୁଣ୍ଡ; ଥାନାରେ ଅଭିଯୋଗ

Shouting in the family; Complaint to the police.

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପେଣ୍ଠପଡା ପଞ୍ଚାୟତର ଗୋପାଳପୁର ପାଟଣା ଗ୍ରାମର କଳିଙ୍ଗବିହାରରେ ଏକ ପରିବାର ମଧ୍ୟରେ ପାଟିତୁଣ୍ଡ ସହିତ ମାରଧର ହୋଇଥିଲେ । ଏପରିକି ଥାନାେ ଦୁଇଟି ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ୧୩୨/୧୩୩/୨୨ରେ ଦୁଇଟି ମାମଲା ରୁଜ କରିଛନ୍ତି । ଲତା ବେହେରାଙ୍କ ଅଭିଯୋଗ କ୍ରମେ ୧୩୨/୨୨ ଓ ସୁଲଚନା ବେହେରାଙ୍କ ଅଭିଯୋଗ କ୍ରମେ ୧୩୨/୨୨ରେ ଦୁଇଟି ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ।    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୨---୭,୫୦   Sakhigopal News, 29/4/2022

Blog Archive

Popular Posts