Breaking News

ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ


ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡା ଗ୍ରାମର ସାଗର ବେହେରା  ବୟସ ୨୬ ଯୁବକ ବିଲକୁ ଯାଇଥିବା ସମୟରେ ବଜ୍ରପାତ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୭/୨୦୨୫---୮,୧୦ Sakhigopal News,23/7/2025

Blog Archive

Popular Posts