>>
  • ପୁରୀ ---ଭୁବନେଶ୍ବର ୩୧୬ ଜାତିୟ ରାଜପଥ ଉପରେ ନାଗାସାଧୁ ବେଶରେ ପଥଚାରୀ ଙ୍କୁ ଲୁଟପାଟ
  • >>
  • ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଜଗନ୍ନାଥ ମନ୍ଦିର ଉନ୍ନତି କରଣକୁ ଆସିଥିବା ଅର୍ଥକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ; ତରବରିଆ ଭାବରେ ଠିକାଦାରଙ୍କ ତାଳିପକା କାମକୁ ସାଧାରଣରେ ନିନ୍ଦା
  • >>
  • ସୀତାରାମ ଛକ ଟ୍ରାଫିକ ସମସ୍ୟା ଉଠା ଦୋକାନୀ ମାନେ ସୃଷ୍ଟି କରୁଛନ୍ତି ; ସେମାନଙ୍କ ଠାରୁ ଉତ୍କଚ ନେଇ କୋମାରେ ପୌରପ୍ରଶାସନ
  • >>
  • ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ୱଚ୍ଚତା କାର୍ଯ୍ୟକ୍ରମ
  • >>
  • ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି
  • >>
  • ମଧୁବନ ଗ୍ରାମ ପଞ୍ଚାୟତର ବର୍ଷୀୟାନ କଂଗ୍ରେସ ନେତା ରବି ସ୍ୱାଇଁଙ୍କ ଦେହାନ୍ତ
  • >>
  • ସତ୍ୟବାଦୀରେ ବିକାଶ ବାହନ ରଥ ଗଡିଲା ଗ୍ରାମ କୁ ଗ୍ରାମ ବୁଲି ଡବଳ ଇଞ୍ଜିନି ସରକାରଙ୍କ ଏକବର୍ଷର ପୂର୍ତ୍ତି ର ସଫଳତା ବଖାଣିବ
  • >>
  • ବ୍ୟାଙ୍କ ବଜାରରୁ ଉଠି ଜାତୀୟ ରାଜପଥ କରରେ ହେବା ପାଇଁ ମସୁଧା ;ପେନସନ ହୋଲଡର ଓ ବ୍ୟବସାୟୀ , ମହିଳା ସଂଘ , ବରିଷ୍ଠ ନାଗରିକ ସଂଘ ଏହାକୁ ବିରୋଧ କରିଛି ଟଙ୍କାଲୁଟ, ଦୁର୍ଘଟଣା ସହିତ ଖଚାନ୍ତ ହେବେ ଉପଭୋକ୍ତା
  • >>
  • ଚିକିସ୍ଥାଧିନ ଗର୍ଭବତୀଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି ତଦନ୍ତକାରୀ ଦଳ
  • >>
  • ଆଧ୍ୟାତ୍ମିକତାରେ ମନୋନିବେଶ ମାନବୀୟ ମୂଲ୍ୟବୋଧ ପରିପ୍ରକାଶର ପ୍ରମୁଖ ମାର୍ଗ
  • >>
  • କାକଟପୁର ବ୍ଳକ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ
  • >>
  • ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମ
  • >>
  • ରାହୁଲ ଗାନ୍ଧୀଙ୍କ ପ୍ରତି ଅସାଳୀନ ମନ୍ତବ୍ୟ ପ୍ରତିବାଦରେ ଡେଲାଙ୍ଗରେ ପୁରୀ ସାଂସଦଙ୍କ କୁଶପୁତଳିକା ଦାହ
  • >>
  • ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକଦ୍ୱାଦଶୀ ଅବସରରେ କାଠଚକ୍ର ଆସତବାଜି ପ୍ରଦର୍ଶନ ; ଗ୍ରାମ ବୁଲି ଦୁଆରି ଭୋଗ ଖାଇ ଫେରିଲେ ଠାକୁର ଠାକୁରାଣୀ
  • ଜିଆରଏସଙ୍କ ନାମରେ ଅଭିଯୋଗ ଆଣିଲେ ଅମଲିପାଲି ପଞ୍ଚାୟତ ବାସି

    ଅତାବିରା---- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ଜିଲ୍ଲାରେ ପରିଚିତ । ଏଠାରେ ଲୋକମାନଙ୍କୁ ସତ ମିଛ କହି ଅତାବିରା ବ୍ଳକର ଅମଲପାଲି ଗ୍ରାମ ପଞ୍ଚାୟତର ଜିଆରଏସ ଶ୍ରୀକାନ୍ତ ହୋତାଙ୍କ ବିରୁଧରେ ମହାଦୁର୍ନିିତୀ ସମ୍ପର୍କେ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ବିଚାର ସଠିକ ଭାବେ କରାନଗଲେ ଆଗାମୀ ଦିନରେ ପଞ୍ଚାୟତରେ ତାଲା ପକାଇବେ ବୋଲି ପଞ୍ଚାୟତର କିଛି ଲୋକମାନେ କହିଛନ୍ତି । ଏହି ପଞ୍ଚାୟତରେ ୭୦ ଭାଗ ଅନୁସୂଚିତ ଜନ ଜାତି  ଓ ଅନୁସୂଚିତ ଜାତିର ଲୋକମାନେ ବସବାସ କରନ୍ତି । ଏହାର ସୁଯୋଗ ନେଇ ଜିଆରଏସ ଏମ.ଜି. ଏନ୍. ଆର୍. ଇ. ଜି. ଏସ୍ କାର୍ଯ୍ୟ ଦାୟ୍ବ ଜିଆରଏସଙ୍କ ହାତକୁ ଯାଇଛି ସେହି ଦିନ ଠାରୁ ସେ ଉକ୍ତ ପଞ୍ଚାୟତର ହର୍ତ୍ତା କର୍ତ୍ତା ବିଧାତା ବୋଲି କହନ୍ତି । ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ତାଙ୍କ ଇସରାରେ ଚାଲିଛି । ସେ ପଞ୍ଚାୟତର ସରପଞ୍ଚ ଙ୍କଠାରୁ ପଞ୍ଚାୟତ ଅଧିକାରୀ ଓ ସ୍ଥାନୀୟ ଠିକାଦାର ଭାବେ ବେଶ ଜଣାଶୁଣା  । ପଞ୍ଚାୟତରେ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରି ମଧ୍ୟ ମାସ ମାସଧରି ବିଲ ପାଉନାହାନ୍ତି । ଯେଉଁ ମାନେ ଜିଆରଏସଙ୍କ ବିରୁଧରେ ବିଡିଓ, ବା ବିଧାୟିକାଙ୍କ ପାଖରେ ଅଭିଯୋଗ କଲେ ତା ପରଦିନ ଜିଆରଏସ ସେ ବ୍ୟକ୍ତିଙ୍କୁ ଘରକୁ ଡାକି ଧମକ ଚମକ ଦେବା ସହ ମାନସିକ ଯନ୍ତ୍ରଣା ଦେବାକୁ ପଛାଉନାହାନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ବିଧାୟିକାଙ୍କ ପାଖ ଲୋକ କହି ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହ ବିଭିନ୍ନ ଅସାଧୁ କାର୍ଯ୍ୟରେ ସେ ଲିକ୍ତ ରହୁଛନ୍ତି ବୋଲି ଅଭିଯୋଗ ମାନ ହୋଇଛି । ତୁରନ୍ତ ଉକ୍ତ ଜିଆରଏସଙ୍କୁ ପଞ୍ଚାୟତରୁ ବଦଳି କରାଯାଇ ତାଙ୍କ ଯାଗାରେ ନୁତନ ଜିଆରଏସ ନିଯୁକ୍ତି ଦେବା ପାଇଁ ଅଭିଯୋଗ କାରି ମାନେ ବିଡିଓଙ୍କୁ ଲିଖିତ ଜଣାଇଛନ୍ତି । ଦେଖାଯାଉ ବିଡିଓ ମହାଶୟ ଜିଆରଏସ  ଅଧିନରେ ନା ଅଭିଯୋଗକୁ ଗ୍ରହଣ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ଅପେକ୍ଷା  ।
     ବରଗଡରୁ ନବୀନ ଦାଶ

    Blog Archive

    Popular Posts