ନାଳରୁ ନର କଙ୍କାଳ ଉଦ୍ଧାର
ଖୋର୍ଦ୍ଧା .......
ସୁଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଇଭିଏମ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ଏକ ନାଳରେ ନର କଙ୍କାଳ ପଡିଥିବାର ସାଧାରଣ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଙ୍କାଳକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏଫଏମଟି ପରେ ସ୍ପଷ୍ଟ ହେବ ତାହା ପୁରୁଷ ନା ମହିଳାର କଙ୍କାଳ । ତେବେ କିଏ ଏବଂ କାହିଁକି ଏହାକୁ ଏଠାରେ ଫିଙ୍ଗିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର ତଦନ୍ତ ଜାରି ରଖିଛି ।
ଧୀରେନ୍ଦ୍ର ସେନାପତି