Breaking News

ଗୋରୁ ବୋଝଇ ଟ୍ରକ ଓଲଟି ୫ ଗୋରୂ ମୃତ

ଯାଜପୁର ---- ଜାତୀୟ ରାଜପଥ ନଂ୧୬ର ରଥୁଆ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନର ଓଲଟି ପଡିଛି । ଏଥିରେ ଥିବା ୫ଟି ଗୋରୁଙ୍କର ମୁତ ହୋଇଥିବା ଜଣାପଡିଛି । ଏହି ଗୋରୁ ମାନଙ୍କୁ ବାହରକୁ ପଠାଯାଉଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଗାଡି ଛାଡି ଦେଇ ଫେରାର ହୋଇଯାଇଛି । ଧୀରେନ୍ଦ୍ର ସେନାପତି

Blog Archive

Popular Posts