Breaking News

ବ୍ରଜ ପାତରେ ଗାଈ ଓ ବାଛୁରୀର ମୃତ୍ଯୁ


ସାକ୍ଷୀଗୋପାଳ ----- ସତ୍ଯବାଦୀ ଥାନା ଅନ୍ତର୍ଗତ ବିଶ୍ଵନାଥ ପୁର ଗ୍ରାମ ପଞ୍ଚାୟତର ପାଣିଭଣ୍ଡାର ଗ୍ରାମରେ ବ୍ରଜ ପାତ ଘଟି ଗୋଟିଏ ଗାଈ ବାଛୁରୀର ମୃତ୍ଯୁ ହୋଇଯାଇଛି । ଗୂରୁବାର ସକାଳ ୫ଟା ସମୟରେ ବାବୁଲା ପ୍ରଧାନ ଙ୍କ ଘର ଉପରେ ବ୍ରଜପାତ ହୋଇ ଘର କାନ୍ଥ ଫାଠ ସୃଷ୍ଟି ହେବା  ସହ ଦୁଇଟି ଗାଈ ବାଛୁରୀ  ମରିଯାଇଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି

Blog Archive

Popular Posts