ବାଲିଆପାଳ ଥାନା ଅଧିକାରୀଙ୍କୁରାସ୍ତା ଉପରେ ଗୋଡାଇ ଗୋଡାଇ ପିଟିଲେ ମହିଳା
ବାଲେଶ୍ବର----- ବାଲେଶ୍ୱର ଇଡକୋ ଛକରେ ଥିବା ଏକ ଢାବାରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କଲା ବାଲିଆପାଳ ଥାନା ପୋଲିସ । ଢାବାରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପରେ ଉତ୍ତେଜିତ ଲୋକମାନେ ବାଲିଆପାଳ-ବସ୍ତା ରାଜପଥ ଉପରେ ନିଆଁ ଲଗାଇ ଅବରୋଧ କରିଥିଲେ ।
ବାଲିଆପାଳ ଥାନା ଅଧିକାରୀଙ୍କୁରାସ୍ତା ଉପରେ ଗୋଡାଇ ଗୋଡାଇ ପିଟିଲେ ମହିଳା ଓ ଉତ୍ତେଜିତ ଯୁବକ ମାନେ । ନାବାଳକ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତକଙ୍କ ପରିବାର । ଧୀରେନ୍ଦ୍ର ସେନାପତି