Breaking News

ସ୍ମାର୍ଟସିଟି ଭୁବନେଶ୍ୱର ମାତିଲେ ଲୁଟେରା

    ଭୁବନେଶ୍ୱର----  ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନ ଓ ରାତିରେ ମାତିଲେ ଲୁଟେରା ।  ଗତକାଲି ରାଜଧାନୀରେ ରାତି ଅଧରେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି  ଲୁଟେରା ଲୁଟିଛନ୍ତି । ଆଜି ତାତିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବାଦରେ ରସୁଲଗଡ ଛକରେ  ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକମାନେ । ଫଳରେ ଭୁବନେଶ୍ୱରରୁ  --- କଟକ ଓ  ଭୁବନେଶ୍ୱରରୁ --- ପୁରୀ ଗାଡି ଚଳାଚଳ କିଛି ଅଂଶରେ ପ୍ରଭାବିତ ହୋଇଛି । ଧୀରେନ୍ଦ୍ର ସେନାପତି

Blog Archive

Popular Posts