Breaking News

ଓଡଗାଁ ବଜାର ଏବେ ଅନ୍ଧାରରେ

ଓଡଗାଁ--- ଓଡଗାଁ ବଜାର ଦେଇ ଜାତୀୟ ରାଜପଥ୨୧ନଯ ଯାଇଛି । ଏହି ରାସ୍ତା ସବୁ ସମୟରେ ଜନଗହଳି ରହିଥାଏ  । ଉକ୍ତ ରାସ୍ତାରେ ପ୍ରତିଦିନ  ଶହ ଶହ ଗାଡି ମଟର ଯିବା ଆସିବା କରିଥାଏ  । ରାସ୍ତାର ଉଭୟ ପାଶ୍ୱର୍ରେ ଏଲଇଡି ଲାଇଟି ଲଗାଯାଇଥିଲା  । ମାତ୍ର କିଛିଦିନ ହେବ ବଜାରର ଦଲକ ଛକ ଏବଂ ଆଖପାଖ ଅଞ୍ଚଳର କିଛି ଲାଇଟି ଏବେ ଜଳୁନାହିଁ  । ଯାହାକି ଜାତୀୟ ରାଜପଥ , ବଜାର ଓ ଛକ ଗୁଡିକ ଅନ୍ଧାରରେ ରହିଛି । ସୁଚନାଯୋଗ୍ୟ ଯେ ୫ ଦିନ ତଳେ ଘଡଘଡି ସହ ବର୍ଷା ହେବା ପରଠାରୁ ଲାଇଟି ଗୁଡିକ ଜଳୁନାହିଁ ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ସେହିପିର ବିଜ୍ଞାପିତ ଅଧିନରେ ଥିବା ବଜାର ମଧ୍ୟ ଅନ୍ଧାର ରହିଛି । ଅଚଳ ହୋଇପଡିଥିବା ଲାଇଟି ଗୁଡିକ ତୁରନ୍ତ ମରାମତି କରିବା ପାଇଁ ଜନସାଧାରଣ ଓ ବ୍ୟବସାୟୀ ସଂଗଠନ ପକ୍ଷରୁ ଦାବି ହୋଉଛି  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts