Breaking News

ଶିଶୁ କନ୍ୟାକୁ ଦୁର୍ଶ୍ମମ ଅଭିଯୋଗ ; ଯୁବକ ଗିରଫ

ବରଗଡ-- ବରଗଡ ଜିଲ୍ଳାର ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ଫାଣ୍ଡି ଅଞ୍ଚଳରେ ଗତ ୨୩ ତାରିଖ ଦିନ ଏକ ଚାରିବର୍ଷର ଶିଶୁ କନ୍ୟାକୁ ଦୁର୍ଷ୍ମମ କରାଯାଇଥବା ଥାନାରେ ଅଭିଯୋଗ ହୋଇଥିଲା  । ଅତାବିରା ଥାନା ଆଇଆଇସି ଅଭିଯୋଗ ପାଇବା ପରେ ଗୁରୁତ୍ୱର ସହ ଏକ ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟକୁ ପଠାଇଥବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପିଲାଟି ଏକୁଟିଆ ପାଇ ସୁଧାଂଶୁ ପ୍ରଧାନ ନାମକ ଜଣେ ଯୁବକ ଏଭଳି କାଣ୍ଡ ଘଟାଇବା ପରେ ଧରାପଡି ଯିବା ଭୟରେ ଗ୍ରାମ ଛାଡି ଅନ୍ୟ ଯାଗାରେ ଲୁଚିକି ରହିଥିଲେ  । ପୋଲିସ ଅତି ଚତୁରାସହ  ଉକ୍ତ ଯୁବକଙ୍କୁ ଗିରଫ କରିଥିବା ସମ୍ପର୍କରେ ଅତାବିରା ଥାନା ଆଇଆଇସି ପୁରୁଶୋତ୍ତମ ଭୋଇଙ୍କ ଠାରୁ ପ୍ରକାଶ  ।
 ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Popular Posts