Breaking News

ବେଆଇନ ବାଲିଟ୍ରକ ଜବତ

ଚନ୍ଦନପୁର--- ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥ ଉପରେ ବେଆଇନ ଭାବରେ ବାଲି ଚାଲାଣ ହୋଉଛି । ଏହାକୁ ନଜର କରି ଚନ୍ଦନପୁର ପୋଲିସ ଦୁଇଟି ବାଲି ଟ୍ରକ ଅଟକାଇ ବାଲିର କାଗଜପତ୍ର ମାଗିଥିଲେ  । ଗାଡିର ଡ୍ରାଇଭର ସଠିକ କାଗଜ ପତ୍ର ଦେଖାଇ ନ ପାରିବାରୁ ଚନ୍ଦନପୁର ଥାନା ଗାଡି ଦୁଇଟିକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts